ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ ସଂସଦରେ ବଜେଟ ଅଧିବେଶନ। ଫେବୃଆରୀ ୧ ତାରିଖରେ ଉପସ୍ଥାପନ କରାଯିବ କେନ୍ଦ୍ର ବଜେଟ। ଫେବ୍ରୁଆରୀ ୧୧ ଯାଏଁ ଚାକିବ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ। ମାର୍ଚ୍ଚ ୧୪ ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ।
powered by social2s

