ନାକରେ ଦିଆଯିବ କୋଭିଡ ଟିକାର ବୁସ୍ଟର ଦୋଜ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ନାକରେ ଦିଆଯିବ କୋଭିଡ ଟିକାର ବୁସ୍ଟର ଦୋଜ, ପରୀକ୍ଷା ପାଇଁ ଭାରତ ବୟୋଟେକ୍ କୁ ମିଳିଲା ଅନୁମତି। ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ-Drugs Controller General of India ପକ୍ଷରୁ ଦିଆଯାଇଛି ଅନୁମତି। ଦେଶର ୯ଟି ସ୍ଥାନରେ ଟିକାର ପରିକ୍ଷଣ କରିବ ଭାରତ ବାୟୋଟେକ୍।

powered by social2s