ମହାମାରୀ ହେତୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ସତର୍କତା ଅବ୍ୟାହତ ରଖିବାକୁ ପଡିବ: ରାଷ୍ଟ୍ରପତି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ : ୭୩ତମ ଗଣତନ୍ତ୍ର ଦିବସ ପୂର୍ବରୁ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, “ଆମ ଗଣତନ୍ତ୍ରର ବିବିଧତା ଏବଂ ସ୍ପନ୍ଦନକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି। | ମହାମାରୀ ହେତୁ ଆମକୁ ସଜାଗ ରହିବାକୁ ପଡିବ ଏବଂ  ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ସତର୍କତା ଅବ୍ୟାହତ ରଖିବାକୁ ପଡିବ | ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା COVID-19 ଉପଯୁକ୍ତ ଆଚରଣର ଅତ୍ୟାବଶ୍ୟକ ଅଂଶ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ COVID ପ୍ରୋଟୋକଲ ଅନୁସରଣ କରିବା ନାଗରିକମାନଙ୍କର ଜାତୀୟ କର୍ତ୍ତବ୍ୟ |

 

powered by social2s