ଜେଲ୍ କଏଦୀ ପାଇବେ ମୁକ୍ତି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଆଜାଦୀର ଅମୃତ ମହୋତ୍ସବରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ଦେଶର ବିଭିନ୍ନ ଜେଲ୍ ରେ ଥିବା କିଛି କଏଦୀଙ୍କୁ ମିଳିବ ମୁକ୍ତି। ୩ ଟି ପର୍ଯ୍ୟାୟରେ କଏଦୀଙ୍କୁ ମୁକ୍ତ କରାଯିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି। ଜେଲ୍ ରେ ଭଲ ଆଚରଣ ଦେଖାଇଥିବା କଏଦୀଙ୍କୁ ପ୍ରୋତ୍ସାହନ ଦେବାପାଇଁ ରହିଛି ଲକ୍ଷ।

powered by social2s