ଦ୍ରୌପଦୀ ହେଲେ ରାଷ୍ଟ୍ରପତି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ହେଲେ ଭାରତର ରାଷ୍ଟ୍ରପତି। ପ୍ରତିଭା ପାଟିଲଙ୍କ ପରେ ଦ୍ରୌପଦୀ ହେଲେ ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିଲେ ଦ୍ରୌପଦୀ ମୁର୍ମୁ ।ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଲେ ବିରୋଧୀପକ୍ଷର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସାରା ଓଡିଶାର ଗର୍ବ ଓ ଗୌରବକୁ ଦ୍ବିଗୁଣିତ କରିଛି ।

powered by social2s