ହ୍ରାସ ପାଇଲା କମର୍ସିଆଲ୍‌ ଏଲ୍.ପି.ଜି ସିଲିଣ୍ଡରର ଦାମ୍‌

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜିଠୁ କମର୍ସିଆଲ୍‌ ଏଲ୍.ପି.ଜି ସିଲିଣ୍ଡର ଦାମ୍‌ ହ୍ରାସ ନେଇ ଅଏଲ୍‌ ମାର୍କେଟିଂ କମ୍ପାନୀ ମାନଙ୍କ ତରଫରୁ ଘୋଷଣା କରାଯାଇଛି । ୧୯ କେଜି କମର୍ସିଆଲ୍‌ ଏଲ୍.ପି.ଜି ସିଲିଣ୍ଡର ଦାମ୍‌ ୩୬ ଟଙ୍କାକୁ ହ୍ରାସ ପାଇଛି।ଫଳ ରେ ୧୯ କେଜି କମର୍ସିଆଲ୍‌ ଏଲ୍.ପି.ଜି ସିଲିଣ୍ଡର ଦାମ୍‌ ଏବେ ୧,୯୭୬ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି।

powered by social2s