୯୨ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣର ଗୁରୁତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ରେଡିଓ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ୯୨ତମ ମନ୍ କୀ ବାତ କାର୍ଯ୍ୟକ୍ରମରେ ଅମୃତ ମହୋତ୍ସବ ଅବସରରେ ହରଘର ତ୍ରିରଙ୍ଗା କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଉତ୍ସବ ୨୦୨୩ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ। ଦେଶ ବିଦେଶରେ ଉତ୍ସବ ପାଳନର ସୂଚନା ଦେଇଛନ୍ତି ମୋଦି। ଜଳ ସଂରକ୍ଷଣର ଗୁରୁତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ମନ୍ କୀ ବାତ୍‌ରେ ଓଡ଼ିଶାର ନୂ‌ଆଁଖାଇ ପାଇଁ ଶୁଭ କାମନା ଜଣାଇଛନ୍ତି ମୋଦି। କେରଳର ଓନମ୍ ଓ ବିଭିନ୍ନ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ମଧ୍ଯ ଶୁଭକାମନା ଦେଇଛନ୍ତି। ଏହା ଆମ ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କରୁ ରୁଦ୍ଧିମନ୍ତ କରିବ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି।

powered by social2s