ନୌସେନାରେ ସାମିଲ ହେଲା INS ବିକ୍ରାନ୍ତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ INS ବିକ୍ରାନ୍ତ। INS ବିକ୍ରାନ୍ତ ବହନ କରିପାରିବ ୩୦ଟି ଫାଇଟର୍ ଜେଟ୍। ଏହା ଥରକେ କରିପାରିବ ସାଢ଼େ ୭ ହଜାର କିମି ଦୂର ଯାତ୍ରା।
 
ବିକ୍ରାନ୍ତର ବେଗ ଘଣ୍ଟା ପ୍ରତି ୫୨ କିଲୋମିଟର। ଏହାର ଆକାର ଦୁଇଟି ଫୁଟବଲ ପଡ଼ିଆ ଭଳି ହୋଇଥିବା ବେଳେ ଲମ୍ବ ୨୬୨ ମିଟର ଓ ଚଉଡ଼ା ୬୦ ମିଟର।
 
ରାଷ୍ଟ୍ର ଉଦ୍ଦେଶ୍ୟରେ INS ବିକ୍ରାନ୍ତକୁ ସମର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର କୋଚି ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଲେ ଯେ ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ। 
 
ନୌସେନାର ନୂତନ ଫ୍ଲାଗ୍ ର ମଧ୍ୟ ଅନାଵରଣ କଲେ ପ୍ରଧାନମନ୍ତ୍ରୀ ।
 
 
 
powered by social2s