ବିମାନ ଉତ୍ପାଦନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିମାନ ଉତ୍ପାଦନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସି-୧୯୫ଏମଡୱ୍ଲୁ ପରିବହନ ବିମାନ ଉତ୍ପାଦନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଦେଶର ଘରୋଇ କ୍ଷେତ୍ରକୁ ପ୍ରଥମଥର ପାଇଁ ବିମାନ ଉତ୍ପାଦନ ସୁବିଧା ମିଳିବ। ଏହି ବିମାନଗୁଡିକ ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ।

powered by social2s