ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ନାଜାଲ୍ ଭ୍ୟାକ୍ସିନ୍ କୁ ମିଳିଲା ଅନୁମତି। ବୁଷ୍ଟର ଡୋଜ ଭାବେ ନେବାକୁ କେନ୍ଦ୍ର ସରକାର ଦେଲେ ଅନୁମତି। ଆଜିଠାରୁ COWIN ଆପ୍ ରେ ଉପଲବ୍ଧ ହେବା ନେଇ ମିଳିଛି ସୂଚନା। ପ୍ରଥମ ପର୍ଯ୍ୟାୟରେ ଘରୋଇ ହସ୍ପିଟାଲରେ ମିଳିବ ଏହି ଭ୍ୟାକ୍ସିନ୍।
powered by social2s

