ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଆଜି ସକାଳ ୫.୦୨ ମିନିଟ ରେ ନୂଆଦିଲ୍ଲୀର ନାଙ୍ଗଲୋଇ  ରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

 

ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲ ରେ ୨.୩ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ସୂତ୍ରରୁ ଜଣାପଡ଼ିଛି।

 

ଭୂମିକମ୍ପ ଅନୁଭୂତ ହେବାରୁ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ।ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ଜୀବନ ହାନି ର ଖବର ମିଳି ନାହିଁ।

powered by social2s