ବଜେଟ୍ ୨୦୨୩-୨୪ : ଶସ୍ତା ହେବ ମୋବାଇଲ, ଟିଭି। ସରକାର ହ୍ରାସ କଲେ କଷ୍ଟମ ଡ୍ୟୁଟି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବଜେଟରେ କେନ୍ଦ୍ର ସରକାର ଫୋନ ନିର୍ମାଣ କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଚଳିତବର୍ଷ ବଜେଟ ଲାଗୁ ହେବା ପରେ ଦେଶରେ ମୋବାଇଲ ଫୋନ ଶସ୍ତା ହୋଇଯିବ । ସରକାର ମୋବାଇଲ ଫୋନରେ ବ୍ୟବହାର ହେଉଥିବା କିଛି ସାମଗ୍ରୀରେ କଷ୍ଟମ ଡ୍ୟୁଟି ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ସରକାର ମୋବାଇଲ ଫୋନକୁ ଶକ୍ତି ଯୋଗାଉଥିବା ଲିଥିୟମ ଆୟନ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି । ୨୦୨୩-୨୪ ବଜେଟ୍ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଶସ୍ତା କ’ଣ? ସ୍ୱଦେଶୀ ମୋବାଇଲ ଇଲେକ୍ଟ୍ରି ଯାନ କ୍ୟାମେରା ଲେନ୍ସ ଖେଳଣା ସାଇକେଲ ମହଙ୍ଗା କ’ଣ ? ସ୍ୱଦେଶୀ କିଚେନ ଚିମିନୀ ସୁନା ରୁପା ପ୍ଲାଟିନମ୍ ଇମ୍ପୋଟେଡ୍ ଡୋର ସିଗାରେଟ

powered by social2s