ନୂଆଦିଲ୍ଲୀ: ସାରା ଭାରତରେ କମର୍ସିଆଲ LPG ଗ୍ୟାସ୍ ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଆଜି ଠାରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ନୂତନ ମୂଲ୍ୟର ତାଲିକା ପ୍ରକାଶ ପାଇଛି । ଦେଶର ଚାରି ମହାନଗରରେ ୧୭୧.୫୦ ଟଙ୍କା ପର୍ଯ୍ୟନ୍ତ LPG Cylinder ମୂଲ୍ୟ ହ୍ରାସ ପାଇଛି । ହେଲେ ଘରୋଇ ବ୍ୟବହାର ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଥିବା ସୂଚନା ।
powered by social2s