ଭୁବନେଶ୍ୱର: ବିଶ୍ବରୁ ଶେଷ ହେଲା କରୋନା ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। କୋଭିଡ-୧୯ ଏବେ ମହାମାରୀ ନୁହେଁ। କରୋନାକୁ ମହାମାରୀ ଘୋଷଣା କରିଥିଲା WHO। ତେଣୁ ଏବେ ବିଶ୍ୱରୁ ହଟିବ କୋଭିଡ କଟକଣା। ଏବେ ବି ସ୍ୱାସ୍ଥ୍ୟ ପ୍ରତି କରୋନା ବିପଦ ଥିବା ସୂଚନା ଦେଇଛି ସଂଗଠନ।
powered by social2s

