ନୂଆଦିଲ୍ଲୀ: ଭାରତରେ ଜାରି ହେବ ୭୫ ଟଙ୍କିଆ ନୂଆ ମୁଦ୍ରା। ନୂଆ ସଂସଦ ଭବନର ଉଦ୍ଘାଟନ ଉତ୍ସବରେ ଜାରି ହେବ ମୁଦ୍ରା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଏହି ସୁଚନା। ମୁଦ୍ରାରେ ସଂସଦ ଭବନର ଚିତ୍ର ସହ ସତ୍ୟମେବ ଜୟତେ ଲେଖା ହେବ। ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ମଧ୍ୟ ଲେଖା ରହିବ।
powered by social2s

