ଭୁବନେଶ୍ୱର: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କୁ ଭେଟିଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିରୋସିମାରେ ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି ଓ ସଂସ୍କୃତିକୁ ନେଇ ହୋଇଛି ଆଲୋଚନା। ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୋଦି ଓ କହିଲେ ଯେ ଗାନ୍ଧିୀଙ୍କ ଅହିଂସା ନୀତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ।
powered by social2s

