ଦିଲ୍ଲୀ ଏନ୍ ସି ଆର୍ ରେ ଶକ୍ତିଶାଳୀ ଭୂମିକମ୍ପ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦିଲ୍ଲୀ: କିରଗିଜସ୍ତାନ - ଜିନ୍ଆଙ୍ଗ ରେ ତୀବ୍ର ଭୂମିକମ୍ପ ଝରକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୭.୨ ରହିଥିଲା। ଭୂକମ୍ପ ପ୍ରଭାବରେ ଥରିଲା ଦିଲ୍ଲୀ ଏନ୍ ସି ଆର୍। ଭୟରେ ଲୋକେ ଘରୁ ବାହାରି ଆସିଥିବା ସୂଚନା ମିଳିଛି। ଚୀନ ଓ କିରଗିଜସ୍ତାନ ସୀମା ଭୂକମ୍ପ ର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି।

powered by social2s