ନୂଆଦିଲ୍ଲୀ: ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ କୁ ସମ୍ବୋଧନ ଦେଇ ରାଷ୍ଟ୍ରପତି ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି। ଭାରତରେ ସଫଳତାର ସହିତ ଆଦିତ୍ୟ ମିଶନ ଆରମ୍ଭ ହୋଇଛି, ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଗୌରବ ଦିବସ ଘୋଷଣା କରାଯାଇଛି ଓ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ୧୦୦ ପଦକ ଜିତିଛି ଭାରତ। ନୂଆ ସଂସଦ ଭବନରେ ରାଷ୍ଟ୍ରପତି ମୂର୍ମୁଙ୍କର ଏହା ପ୍ରଥମ ଅଭିଭାଷଣ।
powered by social2s