• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଉଜ୍ଜ୍ୱଳା ଗ୍ୟାସ୍ ରେ ୩୦୦ ସବସିଡି

Details
Odia Ray Admin
ଦେଶ / ବିଦେଶ
04 October 2023

ଭୁବନେଶ୍ୱର: କମିଲା ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର୍ ଦର। ଉଜ୍ଜ୍ୱଳା ହିତାଧିାରୀଙ୍କ ପାଇଁ ସବସିଡି ବୃଦ୍ଧି କଲେ କେନ୍ଦ୍ର ସରକାର। ପ୍ରତି ସିଲିଣ୍ଡରରେ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ୩୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଆଯାଇଛି ନିଷ୍ପତ୍ତି।

powered by social2s

KBL receives patent for Hydro Power Generation System

Details
Odia Ray Admin
ଦେଶ / ବିଦେଶ
27 September 2023

New Delhi (26/09/2023): Kirloskar Brothers Limited (KBL), an industry leader in fluid management solutions for over 90 years, has recently been granted a patent for its PICO pump turbine, a groundbreaking hydropower generation system. This accomplishment underscores KBL's unwavering commitment to energy solutions and technological progress. The patent has been bestowed in accordance with the Patents Act of 1970. The PICO pump turbine is poised to revolutionize energy generation across various sectors and industries. Expressing elation, Rama Kirloskar, Joint Managing Director, KBL remarked, “The grant of a patent for our PICO pump turbine fills all of us at KBL with immense pride. It unequivocally reaffirms our dedication to forging superior energy solutions. The PICO Pump turbine system stands as a distinctive solution that generates electricity. Beyond its attractive investment aspect, it also significantly contributes to environmental preservation, a cause close to our hearts at KBL. PICO boasts cost-efficiency, portability, and low maintenance, rendering it an ideal choice for rural areas, hilly regions with water streams, high-rise structures, and even power plants. We take pride in crafting eco-friendly energy alternatives and being a driving force toward a greener future.” Engineers at KBL have ingeniously developed the PICO pump turbine system as a versatile solution capable of generating electricity. This revolutionary technology presents new avenues for meeting energy demands efficiently and economically within industrial contexts. Notably, PICO delivers a substantial return on investment (ROI) while actively contributing to a more sustainable tomorrow. PICO encompasses a range of features and advantages that position it as an exceptional energy solution. Its zero operating costs, enhanced mobility due to portability, minimal maintenance prerequisites, and user-friendly compact design that simplifies installation set it apart. Moreover, standardised replacement parts bolster the ease of maintenance and ensure their ready availability. Furthermore, the PICO system serves as an energy supply option, making it a prime candidate for off-grid or remote locations where dependable energy access holds utmost importance. The innovative design of the PICO system renders it suitable for diverse applications, including household lighting in rural areas, electricity generation in farms, powering tall buildings, battery charging, and integration into power plants connected to smaller grids. With its extensive range of capabilities encompassing various flow rates and pressures, affordability, versatility, straightforward installation procedures, and swift delivery times, KBL's PICO system is poised to exert a significant influence on the renewable energy sector. With the patent grant for PICO, KBL has unequivocally solidified its status as a pioneering force in the realm of sustainable energy solutions.

powered by social2s

ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Details
Odia Ray Admin
ଦେଶ / ବିଦେଶ
19 September 2023

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁରୁଣା ସଂସଦ ଭବନର ଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୁର୍ଣ୍ଣ ରହିବା ଉଚିତ୍। ପୁରୁଣା ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରାଯାଉ। ମୋଦି କହିଛନ୍ତି ଯେ ଏବେ ଅମୃତକାଳରେ ଆମକୁ ବଡ଼ ବଡ଼ କାମ କରିବାକୁ ହେବ। ଛୋଟ ଛୋଟ କାମରେ ଆଉ ସମୟ ଅପଚୟ କରିବା ନାହିଁ। ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ। ମିଶନ ଚନ୍ଦ୍ରୟାନ ପରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢୁଛି। ବିଶେଷ କରି ଯୁବବର୍ଗ ଏବେ ମହାକାଶ ବିଜ୍ଞାନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ପରେ ନୂଆ ସଂସଦ ଭବନରେ ଲୋକସଭାର ପ୍ରଥମ ବୈଠକ ଆରମ୍ଭ ହୋଇଥିଲା।

powered by social2s

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୭ ବର୍ଷ

Details
Odia Ray Admin
ଦେଶ / ବିଦେଶ
04 September 2023

ଭୁବନେଶ୍ୱର: ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୨୦୧୬ ସେପ୍ଟମ୍ବର ୫ରେ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ସାତ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ଟେଲିକମ ଗ୍ରାହକ ତଥ୍ୟ ଅନୁଯାୟୀ ଜୁନ ୨୦୧୩ ସୁଦ୍ଧା ରାଜ୍ୟରେ ରହିଥିବା ପ୍ରାୟ ୩.୩୪ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ୧.୪୨ କୋଟି ରୁ ଉର୍ଦ୍ଧ୍ୱ ମୋବାଇଲ ଗ୍ରାହକଙ୍କ ସହ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ସେହିଭଳି ଟ୍ରାଇ ପ୍ରକାଶିତ ସଦ୍ୟତମ ଆର୍ôଥକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ପ୍ରାୟ ୫୨ ପ୍ରତିଶତ ଭାଗ ହାସଲ କରିଛି ଜିଓ ଏବଂ ଏଜିଆର (ଆଡଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) କ୍ଷେତ୍ରରେ ଜିଓ ୫୬ ପ୍ରତିଶତ ଭାଗ ହାସଲ କରିଛି । ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ମଧ୍ୟ ଏହି ସାତ ବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟମ୍ବରରେ ମୋବାଇଲ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବାବେଳେ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨.୨ କୋଟିରେ ପହଞ୍ଚିଛି । ସହରାଞ୍ଚଳ ତୁଳନାରେ ରାଜ୍ୟର ଗ୍ରାମାଞ୍ଚଳରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଛି । ଓଡ଼ିଶାର ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟମ୍ବର ୨୦୧୬ରେ ରହିଥିବା ୮.୭ ଲକ୍ଷରୁ ବୃଦ୍ଧିପାଇ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ୧.୪୩ କୋଟିରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି । ରାଜ୍ୟର ଗ୍ରାମାଞ୍ଚଳରେ ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ନେଟୱର୍କ ଓ ଦୁର୍ଗମ ଅଞ୍ଚଳକୁ ୪ଜି ନେଟୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୋରାପୁଟର ଦୁର୍ଗମ ନାରାୟଣପାଟଣା ଓ ଆଲମୋଣ୍ଡାଠାରୁ ଆରମ୍ଭ କରି ମାଲକାନଗିରିର କୁଟୁଣୀପଲ୍ଲୀ, ଗଜପତିର କରଚବାଡି ଓ ଗୁମ୍ମା, କନ୍ଧମାଳର ଚାଁଚେଡି, ଝାରସୁଗୁଡାର ଖୁଂଟାମାଳ ଓ କେନ୍ଦୁଝରର କାଳିଆହାତୀ ଭଳି ଶତାଧିକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳକୁ ୪ଜି ମୋବାଇଲ ସେବା ସହିତ ଯୋଡିଛି ଜିଓ । ସେହିଭଳି ସର୍ବାଧିକ ଲୋକପ୍ରିୟ ଜିଓ ଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ ଜରିଆରେ ରାଜ୍ୟର ୪୦ରୁ ଅଧିକ ପ୍ରମୁଖ ସହରରେ ଉପସ୍ଥିତି ଜାହିର କରିବା ସହିତ ଘରେ ରହି କାମ (ୱାର୍କ-ଫ୍ରମ-ହୋମ୍‌) କରୁଥିବା ପ୍ରଫେସନାଲ ଓ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଥିବା ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୨.୩୩ ଲକ୍ଷରେ ପହଞ୍ଚିବା ସହିତ ଫିକ୍ସଡଲାଇନ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି ଜିଓ । ବିଗତ ସାତ ବର୍ଷରେ ଓଡ଼ିଶାରେ ଜିଓର ପ୍ରମୁଖ ମାଇଲ୍ଖୁଣ୍ଟ ଗୁଡିକ ମଧ୍ୟରେ ରହିଛି ସେପ୍ଟମ୍ବର ୨୦୧୬ ରେ ବ୍ୟବସାୟିକ ୪ଜି ମୋବାଇଲ ସେବା ଶୁଭାରମ୍ଭ, ଅଗଷ୍ଟ ୨୦୧୭ ରେ ସୁଲଭ ୪ଜି ମୋବାଇଲ ଜିଓ ଫୋନ ଶୁଭାରମ୍ଭ, ମାର୍ଚ୍ଚ ୨୦୧୮ ରେ ଜିଓ-ଫାଇ ୱାଇଫାଇ ଡିଭାଇସ ଶୁଭାରମ୍ଭ, ୨୦୧୮-୨୦୧୯ ରେ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ସ୍ଥାନ ହାସଲ, ସେପ୍ଟମ୍ବର ୨୦୧୯ ରେ ଜିଓଫାଇବର ଶୁଭାରମ୍ଭ ଘୋଷଣା, ନଭେମ୍ବର ୨୦୨୧ ରେ ଜିଓ ଫୋନ ନେକ୍ସଟ ସୁଲଭ ୪ଜି ସ୍ମାର୍ଟଫୋନ ଶୁଭାରମ୍ଭ, ଅକ୍ଟୋବର ୨୦୨୨ ରେ ମୟୁରଭଞ୍ଜ ଜିଲ୍ଲାର ପାହାଡପୁର ଗାଁରେ ଓଡିଶାର ପ୍ରଥମ ଲାଇଭ ୫ଜି ସେବା ପ୍ରଦର୍ଶନ, ଜାନୁୟାରୀ ୨୦୨୩ ରେ ଓଡ଼ିଶାରେ ୫ଜି ସେବାର ଆନୁଷ୍ଠାନିକ ଶୁଭାରମ୍ଭ ଏବଂ ଜୁଲାଇ ୨୦୨୩ ରେ ସୁଲଭ ୪ଜି ଫିଚର ଫୋନ ଜିଓ ଭାରତ ଫୋନର ଶୁଭାରମ୍ଭ ଇତ୍ୟାଦି । ଏଥିସହିତ ନିକଟରେ ଜିଓ ପକ୍ଷରୁ ଭାରତର ପ୍ରଥମ ଲର୍ଣ୍ଣିଙ୍ଗ ବୁକ ଜିଓବୁକ ମାତ୍ର ୧୬୪୯୯ ଟଙ୍କାରେ ଶୁଭାରମ୍ଭ କରାଯାଇଥିବାବେଳେ କମ୍ପାନୀ ପକ୍ଷରୁ ଚଳିତ ମାସ ୧୯ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ଯୁଗାନ୍ତକାରୀ ଜିଓ ଏୟାର ଫାଇବର ସେବା ଶୁଭାରମ୍ଭ କରାଯିବ ନେଇ ଘୋଷଣା କରାଯାଇଛି । ସାତ ବର୍ଷ ଜିଓ ସେବାର ପ୍ରମୁଖ ଲାଭ ଗୁଡିକ ମଧ୍ୟରେ ରହିଛି ଭଏସ୍ କଲ୍ ପାଇଁ ଅଧିକ ବିଲ୍ ଭରଣା କରୁଥିବା ଏହି ଦେଶରେ ଜିଓ ଆଉଟଗୋଇଂ ଭଏସ୍ କଲ୍‌କୁ ମାଗଣା ସମସ୍ତ ନେଟୱର୍କରେ ମାଗଣା କରିଛି, ଯାହା ଗ୍ରାହକଙ୍କ ପାଇଁ ପ୍ରଥମ ଅନୁଭୂତି ଥିଲା । ମୋବାଇଲ ରଖିବା ଏବେ ପୂର୍ବାପେକ୍ଷା ଅନେକ ସହଜ ହୋଇଯାଇଛି । ମୋବାଇଲ ବିଲରେ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଜିଓର ଆଉଟ୍‌ଗୋଇଂ ମାଗଣା କରିଦିଆଯିବା ଦ୍ୱାରା ଅନ୍ୟ ଅପରେଟରଙ୍କ ଉପରେ ଚାପ ପଡ଼ିଥିଲା ଏବଂ ସେମାନେ ମଧ୍ୟ ନିଜର ରଣନୀତିରେ ପରିବର୍ତ୍ତନ କରି ଟାରିଫ ହ୍ରାସ କରିଥିଲେ । ଭାରତରେ ଡାଟା ବ୍ୟବହାର କେବଳ ଅଧିକ ନୁହେଁ, ତାହା ସହିତ ଡାଟା ମୂଲ୍ୟ ମଧ୍ୟ ବିଗତ ୭ ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରୁ ସର୍ବନିମ୍ନ ସ୍ଥାନକୁ ଖସିଆସିଛି । ଜିଓ ପ୍ରଚଳନ ସମୟରେ ଦେଶରେ ଗ୍ରାହକଙ୍କୁ ୧ ଜିବି ଡାଟା ବ୍ୟବହାର କରିବା ପାଇଁ ପ୍ରାୟ ୨୦୦ ରୁ ୨୫୦ ଟଙ୍କା ଦେବାକୁ ପଡୁଥିଲା । ଡାଟା ମୂଲ୍ୟ ଉପରେ ଜିଓର ଏକପ୍ରକାର ଯୁଦ୍ଧର ପରିଣତି ସ୍ୱରୂପ ଆଜି ଅର୍ଥାତ୍ ୨୦୨୩ ରେ ୧ଜିବି ଡାଟା ପ୍ରାୟ ୧୩ ଟଙ୍କାରେ ମିଳିଯାଉଛି । ଏହି ତଥ୍ୟ ଏଥିପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଦୁନିଆର ବୃହତ ଅର୍ଥନୀତିଗୁଡିକ ମଧ୍ୟରେ ଭାରତରେ ଡାଟା ମୂଲ୍ୟ ସବୁଠାରୁ କମ୍ ରହିଛି । ଏଥିସହିତ ରିଲାଏନ୍ସ ଜିଓ ଭାରତୀୟ ଡିଜିଟାଲ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି । ସରକାରୀ ପ୍ରଚେଷ୍ଟାରେ ସୃଷ୍ଟି ସଚେତନତା ଏବଂ ଜିଓର ଶସ୍ତା ଡାଟା ଡିଜିଟାଲ ଅର୍ଥନୀତିରେ ନୂଆ ଜୀବନ ସଞ୍ଚାର କରିଛି । ଜିଓ ପ୍ରଚଳନ ସମୟରେ ଅର୍ଥାତ୍‌, ୨୦୧୬ ସେପ୍ଟମ୍ବରରେ ୟୁପିଆଇ ଜରିଆରେ କେବଳ ୩୨.୬୪ କୋଟିର କାରବାର ହେଉଥିଲା । ସମ୍ପ୍ରତି ୟୁପିଆଇରେ ଜୁଲାଇ ମାସରେ ୧୫ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାରବାର ହୋଇଛି । ଏହାର କାରଣ ଅତ୍ୟନ୍ତ ସୁସ୍ପଷ୍ଟ, ବିଗତ ୭ ବର୍ଷରେ କେବଳ ବ୍ରଡବ୍ୟାଣ୍ଡ୍ ଉପଭୋକ୍ତ ସଂଖ୍ୟା ୧୯.୨୩ କୋଟି (୨୦୧୬ ସେପ୍ଟମ୍ବର)ରୁ ବୃଦ୍ଧିପାଇ ୨୦୨୩ ରେ ୮୪.୬ କୋଟି ରେ ପହଞ୍ଚିଛି । ଜିଓଫୋନ୍ ଭାରତର ପ୍ରଥମ ୪ଜି ଫିଚର ସ୍ମାର୍ଟଫୋନ ଭାବରେ କୋଟି କୋଟି ଗ୍ରାହକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡିଛି । ଦେଶରେ ପ୍ରାୟ ୫୦ କୋଟି ଲୋକ ପୁରୁଣା ଏବଂ ମହଙ୍ଗା (କଲ୍ କରିବାକୁ) ୨ଜି ପ୍ରଯୁକ୍ତିର ବ୍ୟବହାର କେବଳ ଏଥିପାଇଁ କରୁଥିଲେ, କାରଣ ସେମାନଙ୍କ ପାଖରେ ୪ଜି ପ୍ରଯୁକ୍ତିରେ ଚାଲିବା ପାଇଁ ମହଙ୍ଗା ଫୋନ କିଣିବାକୁ ଟଙ୍କା ନଥିଲା ଅଥବା ସେମାନେ ବଟନ୍ ବିଶିଷ୍ଟ ଫୋନ ବ୍ୟବହାର କରିବାକୁ ଚାହୁଁଥିଲେ । ଜିଓ ଯଥେଷ୍ଟ କମ୍ ମୂଲ୍ୟରେ ୪ଜି ଜିଓଫୋନ୍ ପ୍ରଚଳନ କରି ଏହି ଦୁଇଟିଯାକ ସମସ୍ୟାକୁ ଦୂର କରିଥିଲା । ଜିଓଫୋନ ଭାରତୀୟ ବଜାରରେ ଏପର୍ଯ୍ୟନ୍ତ ସବୁଠାରୁ ସଫଳ ମୋବାଇଲ ଫୋନ ସାବ୍ୟସ୍ତ ହୋଇଛି । ଲକଡାଉନ ସମୟରେ ଦେଶରେ ଜିଓ ଫାଇବର ସେବା ଜନସାଧାରଣଙ୍କ ପାଇଁ ବଡ ସାହାରା ଭାବରେ ଉଭା ହୋଇଥିଲା । ୱର୍କ ଫ୍ରମ୍ ହୋମ, କ୍ଲାସ ଫ୍ରମ୍ ହୋମ ଅଥବା ଇ ସପିଙ୍ଗ ଆଦି କ୍ଷେତ୍ରରେ ଜିଓଫାଇବର ନିଜର ବିଶ୍ୱସନୀୟ ସେବା ଏବଂ ସ୍ପିଡ ବଳରେ କୌଣସି କାମ ଅଟକିବାକୁ ଦେଇନଥିଲା ।

powered by social2s

Reliance Foundation says #LehraDoTeamIndia to Indian athletes at Asian Games

Details
Odia Ray Admin
ଦେଶ / ବିଦେଶ
25 September 2023

Mumbai(25/09/2023): The 19th Asian Games has over 650 Indian athletes, its biggest contingent ever, representing the country at the continent’s showpiece event. Reliance Foundation has launched the #LehraDoTeamIndia campaign to celebrate the Indian athletes and encourage the fans to get behind them with the iconic 'Lehra Do' cry as they aim to seek glory for the nation and make the tricolour fly high in Hangzhou, China. Watch the #LehraDoTeamIndia campaign here: Youtube: https://www.youtube.com/watch?v=zhevEMJ5viQ Instagram: https://www.instagram.com/p/Cxk-OIKtmyD/ X: https://x.com/RFYouthSports/status/1705953435592654995?s=20 Facebook: https://fb.watch/ng0nuJrm4f/ The campaign features some of India’s most decorated and celebrated athletes as well as athletes who will be appearing at the Asian Games for the first time and have immense promise. Among the stars to feature in the campaign are two-time Olympic medalist PV Sindhu as well as hockey legends PR Sreejesh and Sushila Chanu. It also features veterans Achanta Sharath Kamal (Table Tennis) and Virdhawal Khade (Aquatics), who have represented India at multiple Asian Games. Avinash Sable (Steeplechase) will be looking to add an Asian Games medal to his Commonwealth Games medal from last year, while Tejaswin Shankar (Decathlon) will look to add a decathlon medal to his bronze in high jump from the Commonwealth Games last year. The campaign also has an eye on the future by including Shaili Singh (Long Jump), Anupama Upadhyaya (Badminton), Simranjeet Kaur (Archery), Mayuri Lute (Cycling) and Yash Tushir (Wrestling), who will all be making their first appearance at the Asian Games but are already among the brightest talents in the country. Abhinav Bindra, the 1st Indian to win an individual Gold at the Olympics, also headlines the campaign. The campaign has been brought to life by Ogilvy India. Reliance Foundation athletes seek glory at Asian Games: Reliance Foundation’s athletes have been in fine form this year, putting in impressive displays at the World Championships in athletics and boxing, the Asian Athletics Championships as well as the World University Games. • A total of 19 athletes from the Reliance Foundation will be competing at the Asian Games this year, including Lovlina Borgohain, Jyothi Yarraji, Amlan Borgohain, Jinson Johnson, Manika Batra, Shiva Thapa, Man Singh, Mohammed Afsal, Gulveer Singh, Kartik Kumar, Dhruv Kapila, Anupama Upadhyaya, Simranjeet Kaur, Vicky, Mrinal Chauhan, Tushar Shelke, Ganemat Sekhon, Palak Gulia and Kishore Kumar Jena. Reliance Foundation also runs the largest corporate sports programs for the development of sports across the nation. Reliance Foundation’s Sports for Development initiatives have been helping kids across the nation to help achieve their sports dreams. These sports programs have a mass reach - promoting inclusivity, providing sponsorships, and sports science and nutrition assistance for the elite as well as promising upcoming athletes. Reliance Foundation celebrates the spirit of sports – joy, health, grit, determination, winning and losing. And works to ensure that more and more children and youth from all sections of society are able to play sports and, in the process, build a fitter, stronger and more active India. Our initiatives have touched the lives of over 22 million young people since 2013 across the country from 13,000+ schools and colleges, enabling an opportunity for a talented kid anywhere to be able to achieve their dream of a career/glory in sports. We are especially committed to ensuring more presence and success of girl and women athletes in India and design our programmes in a manner that offers them maximum opportunities. At Reliance Foundation, we hope to be the wind beneath the wings of Indian sportspersons and help them reach their true potential.

powered by social2s

ଜି୨୦ ସମ୍ମିଳନୀରେ କୋଣାର୍କ ଚକ୍ର ବିଶେଷତ୍ଵ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି

Details
Odia Ray Admin
ଦେଶ / ବିଦେଶ
09 September 2023

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଥିବା ଜି୨୦ ବୈଠକରେ ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ରର ବିଶେଷତ୍ଵ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ବିଶେଷତ୍ଵ ବୁଝାଇଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଥିବା ଭାରତ ମଣ୍ଡପର ପ୍ରବେଶ ପଥରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ସମ୍ମିଳନୀରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତ ଯେ ଏହି ସମୟ ମିଳିମିଶି ଚାଲିବାର ବେଳ। କୋଭିଡ ପରେ ବିଶ୍ୱରେ ସଙ୍କଟ ଉତ୍କଟ। ଭାରତ ଉଦ୍ୟମରେ ଆଫ୍ରିକାନ୍ ୟୁନିଅନ୍ ଜି୨୦ ରେ ସାମିଲ ହୋଇଛନ୍ତି। ଅବିଶ୍ବାସ ସଙ୍କଟ ଦୂର କରିବାକୁ ହେବ। ସମ୍ମିଳିତ ଉଦ୍ୟମ ହେଲେ ଅବିଶ୍ବାସ ଦୂର ହେବ, ୨୧ ଶତାବ୍ଦୀ ବିଶ୍ୱକୁ ନୂଆ ମାର୍ଗ ଦେଖାଇବା। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆଜିର ମନ୍ତ୍ର ବୋଲି ସେ କହିଛନ୍ତି।

powered by social2s

ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Details
Odia Ray Admin
ଦେଶ / ବିଦେଶ
26 August 2023

ଚେନ୍ନାଇ : ବିଦେଶ ଗସ୍ତରୁ ଫେରି ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି| ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି| ଚନ୍ଦ୍ରୟାନ-୩ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଚନ୍ଦ୍ରୟାନ-୩ ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କଲେ|ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇଲେ| ବୈଜ୍ଞାନିକମାନଙ୍କୁ ଭେଟିବା ଅବସରରେ ମୋଦିଙ୍କ ସମ୍ବୋଧନ,‘ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି’|‘ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା’,ସମ୍ବୋଧନ ସମୟରେ ଭାବବିହ୍ୱଳ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ|

powered by social2s

More Articles ...

  1. ଚନ୍ଦ୍ରରେ ଚାଲିଲା ରୋଭର ପ୍ରଜ୍ଞାନ
  2. ସଫଳତାର ସହ ଚନ୍ଦ୍ରରେ ପାଦ ଦେଲା ଚନ୍ଦ୍ରୟାନ-୩
  3. ଆଜି ଚନ୍ଦ୍ର ପୃଷ୍ଟରେ ପାଦ ଥାପିବ ଚନ୍ଦ୍ରଯାନ-୩
Page 1922 of 2256
  • Start
  • Prev
  • 1917
  • 1918
  • 1919
  • 1920
  • 1921
  • 1922
  • 1923
  • 1924
  • 1925
  • 1926
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.