• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

Times Pro, Indian Institute of Management Kashipur launches Executive Programme in Strategy & Leadership

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
30 August 2022

 

 

.

 

Bhubaneswar(30/08/2022): Times Pro has launched the Executive Programme in Strategy & Leadership in collaboration with the Indian Institute of Management Kashipur to provide skills for learners to take managerial decisions for effective execution of strategic plans and develop new concepts to drive organisational entrepreneurship and innovation.

 

The 12-month Executive Programme in Strategy & Leadership will build competencies among executives for the next generation roles where they learn managerial and strategic skills necessary to develop impactful leadership. The programme draws from four disciplines – strategic management, communication, human resource & organisational behaviour, and economics to instil abilities to take better and swift managerial decisions. 

 

The Executive Programme in Strategy & Leadership will be conducted via TimesPro’s state-of-the-art Interactive Learning (IL) platform and delivered in Direct-to-Device (D2D) mode and includes a three-day campus-immersive session for learners. It follows a proven pedagogy consisting of class exercises, presentations, take-home exercises, simulations, and case studies.

 

The programme will help learners vastly enhance their skillsets by learning subjects such as Strategic Thinking, Corporate Strategy, Strategy Execution, Strategy Execution, and Leading Design of Organisations, among others, and includes a capstone project.

 

Speaking on the announcement, Sunil Sood, Chief Business Officer, Executive Education, TimesPro, said, “It is imperative in constantly evolving business environments, organisations must plan by identifying potential managers within the talent pool. This programme will provide professionals with specific insights, vital skills, and transformational abilities with decision-making skills for execution.”

 

Prof.Shobha Tiwari, Assistant Professor & Area Chair Strategy, Indian Institute of Management, said, “The Executive Programme in Strategy & Leadership will help executives build their repertoire to lead their organisation into the future. It will enable them to successfully work towards accomplishing short and long-term targets, fulfilling business objectives, and driving performance in the organisation.”

 

 

powered by social2s

ଜିଓ ପକ୍ଷରୁ ୫ଜିରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ, ୨୦୨୩ ଡିସେମ୍ବର ସୁଦ୍ଧା ସର୍ବଭାରତୀୟ ସ୍ତରରେ ସେବା ପହଂଚିବ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
29 August 2022

 

 

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ ।

 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ୪୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ୨୦୨୩ ଡିସେମ୍ବର ସୁଦ୍ଧା କଂପାନିର ୫ଜି ସେବା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ । ସେ କହିଛନ୍ତି, ଏକ ସମ୍ପୂର୍ଣ୍ଣ ଭାରତୀୟ ୫ଜି ନେଟ୍‌ୱର୍କ ବିକଶିତ କରିବା ଲାଗି ଆମେ ମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ଅଛୁ । ଭାରତ ଭଳି ଏକ ବିଶାଳ ଦେଶ ପାଇଁ ଜିଓ ପକ୍ଷରୁ ସର୍ବକାଳୀନ ଦ୍ରୁତ ଗତିର ଓ ମହତ୍ୱକାଂକ୍ଷୀ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ଦୀପାବଳି ସୁଦ୍ଧା ଦେଶର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ଅନ୍ୟ ପ୍ରମୁଖ ସହରରେ ଜିଓ ୫ଜି ସେବା ଆରମ୍ଭ ହେବ । ଏହା ପରେ ଦେଶର କୋଣ ଅନୁକୋଣରେ ପ୍ରତିଟି ଗ୍ରାମ ଓ ତହସିଲରେ ଜିଓ ୫ଜି ସେବା ପହଂଚାଇବା ଲାଗି କଂପାନି ପ୍ରତି ମାସରେ ଏହାର ନେଟ୍‌ୱର୍କରେ ନୂଆ ନୂଆ ସହରକୁ ଯୋଡ଼ିବା କାର୍ଯ୍ୟ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଜାରି ରଖିବ ବୋଲି ସେ କହିଛନ୍ତି ।

 

ନିଲାମରେ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିବା ପରେ ରିଲାଏନ୍ସ ଜିଓ ଉନ୍ନତ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଚଳିତ ମାସରେ ପ୍ରସ୍ତୁତ ହୋଇଛି । ସର୍ବଭାରତୀୟ ସ୍ତରରେ ଫାଇବର୍ ଉପସ୍ଥିତି, ଅଲ୍‌-ଆଇପି ନେଟ୍‌ୱର୍କ ସହିତ ସହାୟକ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଓ ପ୍ରଯୁକ୍ତି ପରିବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତାକୁ ନେଇ କଂପାନି ସବୁଠୁ କମ୍ ସମୟ ଭିତରେ ୫ଜି ସେବା ଆରମ୍ଭ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ପରେ ଜିଓ ପକ୍ଷରୁ କନେକ୍ଟେଡ୍ ଇଟେଂଲିଜେନ୍‌ସ ଥିବା କୋଟି କୋଟି ସ୍ମାର୍ଟ ସେନ୍‌ସର ଶୁଭାରମ୍ଭ କରାଯିବ ଯାହା ଇଟଂରନେଟ୍ ଅଫ୍ ଥିଙ୍ଗସ୍ ଓ ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗକୁ ବଢ଼ାଇବ । ଏହା ପ୍ରତ୍ୟକଙ୍କୁ, ପ୍ରତି ସ୍ଥାନକୁୁ ଓ ସବୁ କିଛିକୁ ଉଚ୍ଚ ମାନର ଓ ସବୁଠୁ ସୁଲଭ ଡାଟା ସହିତ ଯୋଡ଼ିବ । ୧୧ ଲକ୍ଷ ରୁଟ୍ କିଲୋମିଟରରୁ ଅଧିକ ସର୍ବଭାରତୀୟ ଫାଇବର ଅପ୍‌ଟିକ୍ ନେଟ୍‌ୱର୍କ ଯୋଗୁଁ କଂପାନିର ଫାଇବର୍ ଓ ଏଫ୍‌ଟିଟିଏଚ୍‌ରେ ଦୃଢ଼ ଉପସ୍ଥିତି ରହିଥିବା ସେ କହିଛନ୍ତି ।

 

ଏହି ଅବସରରେ ଆକାଶ ଅମ୍ବାନି ଜିଓର ଅଭିନବ ସମାଧାନ ଜିଓ ଏୟାର ଫାଇବର ହୋମ୍ ଗେଟ୍‌ୱେ ପ୍ରଦର୍ଶିତ କରିଥିଲେ ଯେଉଁଥିରେ କୌଣସି କେବୁଲ ନଥାଇ ଫାଇବର ଭଳି ହାଇ ସ୍ପିଡ୍ ଡାଟା ମିଳିପାରିବ । 

 

powered by social2s

ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ନିୟମିତ ବୈଠକ ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ଆହ୍ୱାନ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
26 August 2022

 

 

ଭୁବନେଶ୍ୱର: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍‌ଏସି) ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଏମ୍‌ଏସ୍‌ଏମ୍‌ଇର ଡିଏଫ୍‌ଓ ପି କେ ଗୁପ୍ତା କହିଛନ୍ତି ଯେ ନିୟମିତ ବ୍ୟବଧାନରେ ବଡ଼ ସଂସ୍ଥା ଏଭଳି ବୈଠକ ଆୟୋଜନ କଲେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସେମାନଙ୍କ ଉତ୍ପାଦ ଆବଶ୍ୟକତାକୁ ଭଲ ଭାବେ ବୁଝିପାରିବେ ।

“ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ସାର୍ବଜନୀନ ପ୍ରକ୍ୟୁରମେଂଟ୍ ଓ ସିପିଏସ୍‌ଇମାନଙ୍କ ଭୂମିକା’ ଶୀର୍ଷକ ଏକ ସେମିନାରକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପିଏଲ୍‌ଏସି ବୈଠକରେ ବଡ଼ ସଂସ୍ଥାର ମୁଖ୍ୟମାନେ ଅଧ୍ୟକ୍ଷତା କରିଥାନ୍ତି ଓ ସ୍ଥାନୀୟ ଉଦ୍ୟୋଗୀ ଓ ଶିଳ୍ପ ସଂଘ ତାହାର ସଦସ୍ୟ ରହିଥାନ୍ତି । ସେହି ବୈଠକ ଆୟୋଜନ କଲେ ନିଷ୍ପତି ନେଉଥିବା ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ୟୋଗୀମାନେ ସିଧାସଳଖ ଯୋଡ଼ି ହୋଇପାରିବେ ଓ ସେମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଜାଣିପାରିବେ । ସେହି ଅନୁସାରେ ସେମାନେ ଉତ୍ପାଦ ତିଆରି କରିବାକୁ ଉଦ୍ୟମ କରିବେ ଯାହା ଫଳରେ ସରକାରୀ ବରାଦ ପାଇବା ସେମାନଙ୍କ ପାଇଁ ସହଜ ହୋଇପାରିବ ।

ଯଥା ସମ୍ଭବ ଶୀଘ୍ର ପିଏଲ୍‌ଏସି ବୈଠକ ଆୟୋଜନ କରିବାକୁ ସେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ନାଲ୍‌କୋ ଭଳି ଅନ୍ୟ ସଂସା୍ଥମାନେ ମଧ୍ୟ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଲାଗି ଡିସ୍‌ପ୍ଲେ ସେଂଟର ସ୍ଥାପନ କରିବା ଦରକାର ବୋଲି ସେ କହିଛନ୍ତି । ତାଙ୍କ ମତରେ ଅଧିକାଂଶ ସମୟରେ ଛୋଟ ଉଦ୍ୟୋଗୀମାନେ ବଡ଼ କାରଖାନା କିମ୍ବା କାର୍ଯ୍ୟାଳୟ ଯିବାକୁ ସହଜ ମନେ କରନ୍ତି ନାହିଁ । ତେଣୁ ଡିସ୍‌ପ୍ଲେ ସେଂଟର ସ୍ଥାପନ ହେଲେ ସେମାନେ ସେଠାରେ ଅଧିକାରୀମାନଙ୍କ ସହ ଖୋଲାଖୋଲି କଥାବାର୍ତା ହୋଇପାରିବେ ।

ସମ୍ବନ୍ଧ ପୋର୍ଟାଲରେ ଆବଶ୍ୟକ ପରିବର୍ତନ ଲାଗି ମଧ୍ୟ ଯୋଜନା ଥିବା ସେ କହିଛନ୍ତି । ସ୍ଥାନୀୟ ଶିଳ୍ପ ସଂସ୍ଥା ସାମ୍ନା କରୁଥିବା ସମସ୍ୟା ବିଷୟରେ ମଧ୍ୟ ଏମ୍‌ଏସଏମଇ ମନ୍ତ୍ରାଳୟକୁ ଅବଗତ କରାଯାଉଛି ତାହାକୁ ନୀତିରେ ସଂଶୋଧନ ବେଳେ ବିଚାରକୁ ନିଆଯାଇପାରିବ । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ସମ୍ବନ୍ଧ ପୋର୍ଟାଲ୍ ଜରିଆରେ ୪୦ ହଜାର କୋଟି ଟଙ୍କାର ବରାଦକୁ କାର୍ଯ୍ୟକାରୀ କରାଯାଇଛି । ସେଥିରେ ଏମ୍‌ଏସ୍‌ଏମ୍‌ଇର ଅବଦାନ ୩୯% ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୨୫% ଠାରୁ ଅଧିକ । କିନ୍ତୁ ସେଥିପ୍ରତି ଏସ୍‌ସି/ ଏସ୍‌ଟି ଓ ମହିଳା ଉଦ୍ୟୋଗୀଙ୍କ ଅବଦାନ ୧%ରୁ କମ୍ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୪% (ଏସ୍‌ସି/ ଏସ୍‌ଟି) ଓ ୩% (ମହିଳା ଉଦ୍ୟୋଗୀ)ଠାରୁ କମ୍ । ଏହି କ୍ଷେତ୍ରରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ପାଇଁ ଉନ୍ନତି ଆଣିବାର ବିଶେଷ ସୁଯୋଗ ରହିଥିବା ସେ କହିଛନ୍ତି ।

ଏହି ଅବସରରେ ନାଲ୍‌କୋର ନିର୍ଦେଶକ (ବାଣିଜ୍ୟିକ) ସଦାଶିବ ସାମନ୍ତରାୟ କହିଛନ୍ତି, ନିଯୁକ୍ତି ଓ ରପ୍ତାନି ଦୃ୍‌ଷ୍ଟିରୁ ଅର୍ଥନୀତି ପ୍ରତି ଏମ୍‌ଏସ୍‌ଏମ୍‌ଇର ଅବଦାନ ବିଷୟରେ ଆଲୋଚନା କରିଛନ୍ତି । ନିଜ ସମସ୍ୟାର ସମୟୋଚିତ ସମାଧାନ ପାଇବା ଲାଗି ସମ୍ବନ୍ଧ ଓ ସମାଧାନ ପୋର୍ଟାଲ୍ ବ୍ୟବହାର କରିବାକୁ ସେ ଉପସ୍ଥିତ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଚଳିତ ନୀତି ଅନୁସାରେ କୌଣସି ସଂସ୍ଥା ୨୦୦ କୋଟି ଟଙ୍କାରୁ କମ୍ ମୂଲ୍ୟର ସାମଗ୍ରୀ ଆମଦାନି କରିପାରିବେ ନାହିଁ । ସେଥିପାଇଁ ସେମାନଙ୍କୁ ଦେଶ ଭିତରେ ଟେଣ୍ଡର ଆହ୍ୱାନ କରିବାକୁ ପଡ଼ିବ । କିନ୍ତୁ ବିଦେଶୀ ସଂସ୍ଥା ସହ ପ୍ରଯୁକ୍ତିକୁ ନେଇ ସହଯୋଗିତା ସ୍ଥାପନ କରି ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା ଲାଗି ଅନୁମତି ରହିଛି । ସେହି ଉତ୍ପାଦକୁ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ କିଣିପାରିବେ । ତେଣୁ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିଦେଶୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି ।

 ଶିଳ୍ପ ସଂଘ ଓମ୍‌ସିର ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଜନତା ମୈଦାନଠାରେ ଆୟୋଜନ କରାଯାଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଏମ୍‌ଏସ୍‌ଏମ୍‌ଇ ଓଡ଼ିଶା ୨୦୨୨ର ଅଂଶ ଭାବେ ଏହି ସେମିନାର ଆୟୋଜନ କରାଯାଇଛି । ଏହି ଅବସରରେ ଆର୍‌ଏସ୍‌ପିର ଇଡି ସୋମନାଥ ତ୍ରିପାଠୀ, ଏମ୍‌ସିଏଲ୍‌ର ଜିଏମ୍ ମିହିର ଚନ୍ଦ୍ର, ହାଲ୍‌ର ଇଡି ପ୍ରମୋଦ କୁମାର, ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଓ ଓସ୍‌ମିର ମହାସଚିବ ସାତ୍ୱିକ ସ୍ୱାଇଁ ଉପସ୍ଥିତ ଥିଲେ ।

ବିିଭିନ୍ନ ସଂସ୍ଥା ପକ୍ଷରୁ ପେପର ମଧ୍ୟ ଉପସ୍ଥାପନ କରାଯାଇଛି । ଦିବସର ଦ୍ୱିତୀୟ ପର୍ଯ୍ୟାରେ ପ୍ରଯୁକ୍ତି ହସ୍ତାନ୍ତର ଓ ବାଣିଜ୍ୟିକକରଣ ଉପରେ ଆଉ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଂଜୀବ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ ଓ ସବ୍ୟସାଚୀ ମାଝି ମଧ୍ୟ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

 

powered by social2s

Vignan Online announces the launch of its maiden brand campaign

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
24 August 2022

 

 

Guntur, 24th August 2022: Vignan Online, the e-learning arm of Vignan Foundation for Science Technology and Research (Deemed-to-be-University), has announced its maiden brand campaign. Continuing the legacy of Vignan Group, a trusted education brand from Andhra Pradesh and Telangana, Vignan Online emphasizes how to meet the needs and demands of the new-age learners.  Moreover, the #DrivingYourFuture campaign emphasizes the affordability, flexibility and futuristic potential of new-age courses and programs. In addition, through this campaign, Vignan gives students a liberty to choose their programs that help them in giving a push to their career.

 

The online learning system has made a phenomenal impression during the Pandemic. Online Learning, with its quality and credibility, continued the process of teaching and learning without disrupting the Learner-Teacher relationship. As a result, the online education system has inspired educators worldwide and emerged as a solid alternative to traditional education.  A vast and pervasive space such as the Internet offers endless opportunities to learn and teach. Launched early this year, Vignan Online offers UGC Entitled and AICTE Approved Online MBA and BBA to suit the requirement of the new age education. Online MCA and BCA to be launched soon with multiple electives.

 

Each elective of Vignan has its potential that acts as a catalyst for the career growth of the students and helps them to get their dream jobs.

 

Srikant Nandigam CEO - Vignan Online, said “Using our 45 years of academic excellence and experience and a wide range of educational resources, we aim to empower and enrich the lives and long-term future of our students. As part of our maiden brand campaign, we wish to highlight our rich legacy, diverse array of programs/electives, placement opportunities and assistance, prospects of the new age electives, affordability and flexibility of payment plans, etc. We hope that this brand campaign will be a great success and help career-oriented students to succeed in the future."

 

In the current intake, Vignan offers MBA programs with 14 electives which include Human Resource, Finance, Marketing, Marketing, and Human Resource, Marketing and Finance, Finance and Human Resource, Operations Management, Information Technology, Business Analytics, Banking, and FinTech, Logistics and Supply Chain Management, Digital Marketing, Healthcare Management, and Innovation, Entrepreneurship and StartUps. The BBA program includes electives in Finance, Human resources, and Marketing.

 

In addition to MBA electives, to promote specialized learning along with particular expertise and skillset among students, Vignan offers 11 different types of advanced certification programs. The prominent ones include Advanced Certification in Strategy and Leadership, FinTech, Digital Marketing & E-Commerce, Data Science and Analytics, Advertising, Branding & Project Management, etc. Vignan also offers electives in MCA and BCA programs which include MCA Computer Science & IT, MCA Data Science, MCA Cyber ​​Security, BCA Computer Science & IT, BCA Data Science and BCA Cloud Computing etc.

Additionally, Vignan Online offers affordable EMI options to ensure students do not face financial difficulties while pursuing these programs. In order to make this campaign ubiquitous, Vignan will leverage a variety of social media and news media platforms, including Youtube, Facebook, Instagram, Discovery, LinkedIn, TOI, Eenadu, and PhonePe.

 

With the #DrivingYourFuture campaign, Vignan aims to target cities like Hyderabad, Guntur, Vijayawada and Vizag through out-of-house (OOH) advertising medium.

powered by social2s

On National Sports Day 2022, Bank of Baroda brings together three of India’s biggest sporting stars

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
29 August 2022

 

 

 

Mumbai:On National Sports Day 2022, Bank of Baroda(Bank) released the third edition of #SmashItWithSindhu to celebratethe achievements and to support the undying spirit of the Indian sporting fraternity. The latest edition is bigger and better with the Bank bringing together ace shuttlerKidambiSrikanth and India’s young batting sensation Shafali Verma joining Olympic medalist PV Sindhuin an exciting and fun conversation with television host JatinSapru.

India celebrates National Sports Day on August 29, the birth anniversary of hockey wizard Major Dhyan Chand and the Bank has been hosting #SmashItWithSindhu to mark this occasion for the past couple of years. Continuing with this tradition and to celebrate the success of our athletes at the recent Commonwealth Games, Bank of Baroda brought together three of India’s biggest sports stars on one stage.

Ajay K. Khurana, Executive Director, Bank of Baroda said, “As India celebrates 75 years of independence, one of the many areas where the country has taken rapid strides is in the international sporting arena. Our sports stars across sporting disciplines have made the nation proud and their efforts have also resulted in the growing popularity and mainstreaming of a diverse range of sports. At Bank of Baroda, we strongly believe in extending our support to athletes at an early stage, at the beginning of their careers when they need it the most and building a long-term partnership. On National Sports Day, we are pleased to release #SmashItWithSindhu Season 3 with three of India’s champion players – Sindhu, Srikanth and Shafali.”

The trio discussed a range of issues with JatinSapru, including their experience at the recently concluded Commonwealth Games.

On being a flag bearer at the Games, PV Sindhu said, “It was such a wonderful feeling representing India and being a flag bearer. Holding the flag and leading the Indian contingent into the stadium when they called out our country’s name gave me goosebumps. It was a once-in-a-lifetime experience. There were also a lot of Indians who had turned up to support all of usand it was exciting and a truly memorable experience.”

Speaking about the energy that the Indian athletes showcased during the Games, KidambiSrikanth said, “There were so manyathletes representing India and I could see the team supercharged to give it their all. Everyone was eager to do their best for the country and to prove themselves as athletes. We went with a winning mentality. The zeal and enthusiasm of the athletes in our contingent was inspiring.” 

Shafali Vermaspoke about the team spirit in the locker room. “Seeing the support youngsters are getting is a great experience. The guidance from seniors helps improve our performance and grow as athletes.”

The engaging conversation also included discussions about travel hacks, cheat meals, coming home during breaks, family, training, keeping in shape, friendships and shopping among other topics. The discussion was followed by a fun quiz as well as an entertaining discussion on social media and memes.

To catch PV Sindhu, KidambiSrikanth, and Shafali Verma in an exciting conversation with JatinSapru, click here.

 

 

powered by social2s

Study a PG Cert Business and Management (Business Analytics) with the University of Essex Online

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
24 August 2022

 

New Delhi(24/08/2022): Applications are now open for working professionals in India to study a PG Cert Business and Management (Business Analytics) with the University of Essex online. In order to excel in business, there is a need to understand the opportunities available through the effective and ethical use of data. This a challenging yet rewarding field and the Postgraduate Certificate course gives an insight into the key methods a manager can use to analyse data and make informed decisions. You will also gain strong business knowledge that would be beneficial in roles across finance, data analysis, customer services, business development and marketing. The skills developed will also help you improve as a manager.

This business course is designed with online delivery in mind. Not only can you study alongside existing work commitments, but you can also apply your learnings to your day-to-day professional life.

On completion of the course, you will be awarded a certificate by the University of Essex’s Business School, a world-renowned institution ranked in the UK’s top 30 universities (Complete University Guide 2022).

Course duration and delivery:  This is a 100% online part-time course with an indicative study duration of eight months.

Course content is delivered via lecturecasts, which offer a contemporary and accessible way to interact with multimedia content via engaging and interactive activities.

Application deadline: 01 September 2022

 

Entry requirements:

 

  • for the academic entry route, you must have an undergraduate degree from an approved institution, equivalent to a UK Honours degree, or a relevant professional qualification
  • for the work experience entry route, you must have at least five years of management-level work experience
  • If English is not your first language, your English ability should be equivalent to an IELTS score of 6.5.
  • If you do not hold an IELTS or equivalent qualification, we will ask you to pass our free online English test.

 

How to apply: 

 

Please visit: https://online.essex.ac.uk/apply/?utm_source=good+relations&utm_medium=course+profiling&utm_campaign=business+management+analytics

 

Tuition: £3,945

 

Scholarship:  Merit-based scholarships are available. based on prior academic achievements and work experience

 

powered by social2s

Infinite Possibilities for handle-less furniture

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
24 August 2022



 

Bhubaneswar(24/08/2022): Handle-less furniture is a popular trend that adds a touch of luxury and comfort to your designs. Most handle-less furniture opens with a simple push and closes with the lightest touch and no force. Furthermore, handle-less furniture will result in cleaner drawer fronts, giving it a more modern and appealing appearance.


Handle-less furniture is the true trend in minimalism. Minimalist looks put the spotlight on the functionality of furniture. Four motion technologies for lift systems, doors and pull-outs open up infinite possibilities for handle-less furniture. Blum has picked up this latest trend and offers fitting ideas that inspire purists and aficionados of special solutions alike.


Blum’s innovative furniture fittings enable you to customize lift systems, doors, and pull-outs to meet specific needs, enhancing user convenience in all three applications - in kitchens and throughout the home. Our motion technologies make it simple to develop handle-less applications.


Austrian fittings manufacturer Blum offers a wide range of hinge, pull-out and lift systems that come in various models to give you the right fitting for almost every application. The solutions can be combined with different motion technologies, for example with a mechanical or electric support system (depending on the degree of convenience desired) so that handle-less fronts open at a single touch. And they close again softly and effortlessly with Blum’s tried and tested soft-close Blumotion.


Blum's motion innovations allow you to implement handle-less lift systems, doors, and pull-outs with various motion technologies. The furniture can be combined with Tip-On mechanical opening support system, Tip-On Blumotion combines the mechanical opening support system with tried and tested soft-close Blumotion, Servo-Drive, the electric motion support system.  This opens up an endless array of design possibilities for handle-less furniture in all living spaces - including kitchens!


Ergonomics and convenience are all enhanced by motion technologies (especially enhanced opening ease). Blum's motion technologies support the design of handle-less lift systems, doors and pull-outs. Blum has a solution for any living space, whether it's kitchen, bedroom, living area or bathrooms

 

powered by social2s

More Articles ...

  1. Trends announces Ganesha Puja special offer and Swagatam Shri Ganesha contest
  2. କଟକ ଠାରେ ଜେକେ ଟାୟାର୍‌ର ନୂତନ ଟ୍ରକ ହୁଇଲ୍ ସେଂଟର୍ ଉଦ୍‌ଘାଟିତ
  3. Envy Perfumed Deo Are Your Everyday Companion
Page 2068 of 2253
  • Start
  • Prev
  • 2063
  • 2064
  • 2065
  • 2066
  • 2067
  • 2068
  • 2069
  • 2070
  • 2071
  • 2072
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.