• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍‌ର ବଡ଼ ଯୋଜନା

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
06 December 2022

ଭୁବନେଶ୍ୱର : ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେରଳ ଟୁରିଜିମ୍ ପକ୍ଷରୁ ଶୀତ ଋତୁ ପାଇଁ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପିଏ ମହମ୍ମଦ ରିୟାସ୍ କହିଛନ୍ତି, ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁ କେରଳ ଟୁରିଜିମ୍ ପାଇଁ ସକାରାତ୍ମକ ରହିଛି କାରଣ ବହୁସଂଖ୍ୟକ ଘରୋଇ ପର୍ଯ୍ୟଟକ ରାଜ୍ୟକୁ ଭ୍ରମଣ ପାଇଁ ଆସିଥିଲେ ଏବଂ ଏହା କୋଭିଡ୍‌-ପରବର୍ତୀ ପର୍ଯ୍ୟାୟରେ ଏହାର ପର୍ଯ୍ୟଟନ ଆକର୍ଷଣକୁ ନିଶ୍ଚିତ କରିଛି ।’ ଆମେ କେରଳରେ ଶୀତକାଳନି ଛୁଟି ସମୟକୁ ଏକ ବୃହତ୍ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ଅପେକ୍ଷା କରିଛୁ ଯାହାକି ୨୦୨୨ରେ ଆବିଷ୍କାର କରିବା ପାଇଁ ଟାଇମ୍ ମାଗାଜିନ୍‌ର ବିଶ୍ୱର ୫୦ଟି ସବୁଠାରୁ ଅସାଧାରଣ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହୋଇଛି । ରାଜ୍ୟର ସ୍ୱତନ୍ତ୍ରତା ଏହାର ଏକାଧିକ ଅନୁଭୂତିଗୁଡିକରେ ଅନ୍ତର୍ନିହିତ ରହିଛି ଯେପରିକି ହାଉସ୍‌ବୋଟ୍‌, କାରାଭାନ ରହଣୀ, ଜଙ୍ଗଲ୍ ଲଜ୍‌, ପ୍ଲାଂଟେଶନ ଭିଜିଟ୍‌, ହୋମ୍‌ଷ୍ଟେ, ଆୟୁର୍ବେଦ-ଆଧାରିତ ୱେଲ୍‌ନେସ୍ ସଲ୍ୟୁଶନ ଏବଂ ଆଡ୍‌ଭେଂଚର୍ ଆକ୍ଟିଭିଟି ବ୍ୟତୀତ ବର୍ଦାନ୍ତ ପାହାଡକୁ ଟ୍ରେକିଙ୍ଗ୍ ସମେତ କଂଟ୍ରିୱାଇଡ୍ ୱକ୍ ଇତ୍ୟାଦି । ସେହିପରି ନିକଟରେ ଶେଷ ହୋଇଥିବା ଚାମ୍ପିଅନ୍‌ସ ବୋଟ୍ ଲିଗ୍ (ସିବିଏଲ୍‌) ଦେଶବ୍ୟାପୀ ହଜାର ହଜାର ପର୍ଯ୍ୟଟକ, ଟ୍ରାଭେଲ ବ୍ଲଗର୍ ଓ ଟ୍ରାଭେଲ ଫଟୋଗ୍ରାଫର୍‌ଙ୍କୁ ଆକର୍ଷିତ କରିଥିଲା । ଡିସେମ୍ବର ୨୦୨୨-ଏପ୍ରିଲ ୨୦୨୩ ମଧ୍ୟରେ ଆୟୋଜିତ ହେବାକୁ ଥିବା ବିଶ୍ୱବ୍ୟାପୀ ପ୍ରଶଂସିତ କୋଚି-ମୁଜିରିସ୍ ବିଏନାଲେ (କେଏମ୍‌ବି) ମଧ୍ୟ ଉଭୟ ଭାରତ ଓ ବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆମର ବିଶା୍ୱସ ରହିଛି ।’ ରାଜ୍ୟର ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ କେ ଏସ୍ ଶ୍ରୀନିବାସ କହିଛନ୍ତି, ରାଜ୍ୟର ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ମହାମାରୀ ପରବର୍ତୀ ଦୃଢତା ଫେରିପାଇଛି । ଏହା ଏଥିରୁ ସ୍ପଷ୍ଟ ହୋଇଛି ଯେ, କେରଳ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୩ଟି ତ୍ରୈମାସରେ ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ୧୯୬%ର ବୃଦ୍ଧି ରେକର୍ଡ କରିଛି ।’ କେରଳ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯ ମାସ ମଧ୍ୟରେ ମୋଟ ୧,୩୩,୮୦,୦୦୦ ଘରୋଇ ପର୍ଯ୍ୟଟକଙ୍କ ଆଗମନକୁ ରେକର୍ଡ କରିଛି, ଯାହା ପ୍ରି-କୋଭିଡ୍ ୨୦୧୯ର ସମାନ ଅବଧି ତୁଳନାରେ ୧.୪୯% ବୃଦ୍ଧି ପଞ୍ଜୀକରଣ କରିଛି । ଶ୍ରୀନିବାସ ରାଜ୍ୟର ଗେମ୍‌-ଚେଞ୍ଜିଙ୍ଗ୍ କାରାଭାନ୍ ଟୁରିଜିମ୍ ଅଭିଯାନ ‘କେରାଭାନ୍ କେରଳ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଖୁବ୍ କମ୍ ସମୟ ମଧ୍ୟରେ ଶିଳ୍ପରୁ ଏକ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିପାରିଛି । ଶ୍ରୀନିବାସ କହିଛନ୍ତି, ପର୍ଯ୍ୟଟକମାନଙ୍କୁ ରାଜ୍ୟର ଅଣଆବିଷ୍କୃତ ସ୍ଥାନଗୁଡିକୁ ପରିଦର୍ଶନ କରିବା ପାଇଁ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସଗୁଡିକ ପ୍ରସ୍ତୁତ ରହିଛି ।’ ରାଜ୍ୟର ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ପି ବି ନୁହ୍ କହିଛନ୍ତି, ‘ଆମେ ପର୍ଯ୍ୟଟକଙ୍କ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବା ପାଇଁ କେରଳର ନୂଆ ପ୍ରକଳ୍ପଗୁଡିକ ସମେତ ଏହାର ମୂଳ ସମ୍ପତି ଯେପରିକି ବେଳାଭୂମି, ହିଲ୍ ଷ୍ଟେଶନ, ହାଉସ୍‌ବୋଟ୍ ଓ ବ୍ୟାକ୍‌ୱାଟର ସେଗ୍‌ମେଂଟ୍‌କୁ ପ୍ରଦର୍ଶିତ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ । ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ନିରନ୍ତର ବୃଦ୍ଧି ‘କାରାଭାନ କେରଳା’ ଭଳି ଆମର ନୂତନ ଉତ୍ପାଦଗୁଡିକର ପ୍ରଦର୍ଶନ ଦ୍ୱାରା ସମ୍ଭବ ହୋଇପାରିଛି । ବିଭିନ୍ନ ମିଡିଆ ଯେପରିକି ପ୍ରିଂଟ୍‌, ଟିଭି, ରେଡିଓ ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକର ମଧ୍ୟ ଏହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଛି । ଆମେ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ପାଇଁ କେରଳକୁ ଏକ ନିଶ୍ଚିତ ସୁରକ୍ଷିତ, ଆକର୍ଷିତ ଓ ଆତିଥ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରଦର୍ଶିତ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ ।’ ଚଳିତ ନଭେମ୍ବର ମାସରେ ମୁମ୍ବାଇ, ପୁନେ, ନାଗପୁର ଓ ଇନ୍ଦୋରରେ ଆୟୋଜିତ ବି୨ବି ବୈଠକର ପ୍ରଥମ ଶୃଙ୍ଖଳାକୁ ଶିଳ୍ପରୁ ଏକ ଅତ୍ୟଧିକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା । କେରଳ ଟୁରିଜିମ୍ ନୂଆ ଉତ୍ପାଦଗୁଡିକୁ ଏକ ବିସ୍ତୃତ ଦର୍ଶକଙ୍କ ନିକଟରେ ପହଂଚାଇବା ପାଇଁ ବାଣିଜ୍ୟ ମେଳାଗୁଡିକରେ ଅଂଶଗ୍ରହଣ ଓ ବି୨ବି ରୋଡ୍‌ଶୋ’ର ଆୟୋଜନ ସମେତ ଏକାଧିକ ଟ୍ରାଭେଲ ଟ୍ରେଡ୍ ନେଟ୍‌ୱର୍କିଙ୍ଗ୍ କାର୍ଯ୍ୟକଳାପର ଯୋଜନା ରଖିଛି । ଘରୋଇ ମାର୍କେଟିଙ୍ଗ୍ କାର୍ଯ୍ୟର ଅଂଶ ଭାବେ କେରଳ ଟୁରିଜିମ୍ କୋଲ୍‌କାତା, ବଡୋଦରା ଓ ସୁରଟରେ ଡିସେମ୍ବର ୨୦୨୨ରେ ରୋଡ୍‌ଶୋ’ର ଆୟୋଜନ କରିବ ଏବଂ ଓଟିଏମ୍ (ଆଉଟ୍‌ବାଉଣ୍ଡ ଟ୍ରାଭେଲ ମାର୍କେଟ୍‌) ମୁମ୍ବାଇ; ସାଉଥ୍ ଏସିଆନ୍ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଏକ୍ସଚେଞ୍ଜ (ଏସ୍‌ଏଟିଟିଇ) ନୂଆଦିଲ୍ଲୀ ଓ ଟିଟିଏଫ୍ ଚେନ୍ନାଇ ଆଦି ବାଣିଜ୍ୟ ମେଳାଗୁଡିକରେ ଯୋଗ ଦେବ ।

powered by social2s

Unleash your creativity & passion for technology by joining NMIMS School of Design’s B.Des.(Humanising Technology) program

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
03 December 2022

 

Mumbai(03/12/2022): An undergraduate program in Design is fast gaining prominence at a time when artistic creativity and a passion for technology and business are coming together to create user-friendly solutions that make day to day life simple for people.  SVKM’s NMIMS School of Design’s AICTE approved 4-year undergraduate B.Des.(Humanising Technology) program combines design with technology and cognitive and behavioural sciences to effectively serve business and social needs. It offers a transdisciplinary and holistic design curriculum with focus on a user-centric approach to design education, giving it a human touch. The program aims to equip students with multi-stream skill sets and knowledge to visualize 2D, 3D and 5D experiences.  The school has been ranked 5th among design schools of Maharashtra and 11th among design schools in India by Careers360 in 2022.

The pedagogy at the school is interactive and experiential where lessons are imparted by highly qualified and trained faculty apart from expert industry professionals. The students are encouraged to apply themselves, be curious and ‘learn by doing’. This has resulted in a steady outflow of pass outs who are not only artistic and creative, but also possess the ability to think strategically. The SVKM’s NMIMS School of Design is equipped with state-of-the-art studios, workshops, and modern labs like the Tinkering lab, Rapid Prototyping lab, XR (Extended Reality), and a usability lab for hands-on experience. Students are also offered internships in the industry which allows them to gain practical knowledge in the field of design. This exposure opens up several avenues and job opportunities in the field of consulting, hospitality, IT, banking, healthcare, education, and tourism, among other sectors. NMIMS’ School of Design achieved a 100% placement record for the second time in a row, wherein the students got placed in top companies. Walmart Global Technology Services India Private Ltd was among the new recruiters and offered a package of Rs. 20, 27,100 for the post of Associate Designer.

Talking about the program Dr.Arundhati Guha Thakurta, Faculty In-Charge, NMIMS School of Design, said, “A fine balance of creative abilities and analytical thinking is important for a lifelong problem solver. The school, with its transdisciplinary, value-based design education, equips the students with a global perspective in the competitive design world, inculcating an entrepreneurial mindset. Our comprehensive curriculum further sensitizes our students to the world of design. Our highly trained in-house faculty and visiting industry experts act like mentors to help unleash the hidden talent in the students and hone their skills through methods like practice-based and gamified learning. The program focuses on human-centered design, human factors or ergonomics, behavioral studies, aesthetics in product design and innovation, digital design, creative problem-solving, and creative entrepreneurship, among other skills. An invaluable NGO and industry internship ensures that our students gain enough knowledge of the design world and ushers in them the confidence to put their best foot forward as they emerge as future design thinkers and become working professionals.”

A candidate interested in pursuing this 4-year program must have passed/appeared for the 10+2 or equivalent exam in any stream. Eligible candidates can register here

Step-1: Registration and payment of application fees

Step-2: Appear for studio test

Step-3: Appear for personal interview & portfolio review

Step-4: Declaration of merit list

 

powered by social2s

ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
10 November 2022

 

 

ଭୁବନେଶ୍ୱର/ ମୁମ୍ବାଇ: ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ ଏବଂ ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣ ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ସହର ଭାରତର ସାଇବର ଓ ଡିଜିଟାଲ୍ ହବ ଭାବରେ ପରିଗଣିତ ହେଉଥିବାରୁ ଜିଓ ଟ୍ରୁ-୫ଜିର ପ୍ରକୃତ ପରୀକ୍ଷା ଏହି ସହରରେ ହେବ ।

 

ଜିଓର ଟ୍ରୁ-୫ଜି ସେବା ପୂର୍ବରୁ ଛଅଟି ସହରରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ୱାରା ବ୍ୟବହାର କରାଯାଉଛି ଏବଂ ସେମାନଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ବେଶ ସକାରାତ୍ମକ ରହିଛି । ଗ୍ରାହକମାନଙ୍କ ପ୍ରତିକ୍ରିୟା ଆଧାରରେ କଂପାନି ଏହାର ନେଟ୍‌ୱର୍କକୁ ନିୟମିତ ଭାବେ ମଜଭୁତ କରିବା କାର୍ଯ୍ୟ ଜାରି ରଖିଛି । ଜିଓ ନିଜର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି, ଯଦ୍ୱାରା ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭବ ମିଳିପାରିବ ।

 

ଜିଓ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍‌ରେ ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ସ୍ପିଡ୍‌ରେ ଡାଟା ହାସଲ କରୁଛନ୍ତି ଏବଂ ଗ୍ରାହକମାନେ ବିପୁଳ ପରିମାଣର ଡାଟା ବ୍ୟବହାର କରୁଛନ୍ତି ।

 

କଂପାନି ମତରେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ । ତାହାର ଭଲ ଦିଗଗୁଡ଼ିକ ହେଉଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳତା ଶୂନ ଅଟେ । ଅର୍ଥାତ ଏହାକୁ ୪ଜି ନେଟ୍‌ୱର୍କ ଉପରେ ଆଦୌଁ ନିର୍ଭରଶୀଳ ରହିବାକୁ ପଡ଼ିବନି । କଂପାନି ପାଖରେ ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଏବଂ ଉତମ ମିଶ୍ରଣ ରହିଛି । କ୍ୟାରିୟର ଏଗ୍ରିଗେସନ କୌଶଳକୁ ବ୍ୟବହାର କରି ଜିଓ ଏହି ୫ଜି ଫ୍ରିକ୍ୟୁଏନ୍ସିଗୁଡ଼ିକର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରୁଛି ।

 

ନଭେମ୍ବର ୧୦ ତାରିଖରୁ ବେଙ୍ଗାଲରୁରୁ ଏବଂ ହାଇଦ୍ରାବାଦରେ ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଅଫରରେ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ପାଇପାରିବେ ।

 

ught transformational changes in the Indian digital services space to enable the vision of Digital India for 1.3 billion Indians and propel India into global leadership in the digital economy. It has created an eco-system comprising of network, devices, applications and content, service experience and affordable tariffs for everyone to live the Jio Digital Life.

 

For further information, please contact:

This email address is being protected from spambots. You need JavaScript enabled to view it.

022 – 79653591


"Confidentiality Warning: This message and any attachments are intended only for the use of the intended recipient(s), are confidential and may be privileged. If you are not the intended recipient, you are hereby notified that any review, re-transmission, conversion to hard copy, copying, circulation or other use of this message and any attachments is strictly prohibited. If you are not the intended recipient, please notify the sender immediately by return email and delete this message and any attachments from your system.

Virus Warning: Although the company has taken reasonable precautions to ensure no viruses are present in this email. The company cannot accept responsibility for any loss or damage arising from the use of this email or attachment."

6 Attachments • Scanned by Gmail

 

 

 

powered by social2s

ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ ଏବେ ଦିଗପହଣ୍ଡି ସହରରେ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
07 November 2022

 

 

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଗଂଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।

 

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି ।

 

ଦିଗପହଣ୍ଡି ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ଦିଗପହଣ୍ଡି ସହର ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ ।

 

ଦିଗପହଣ୍ଡି ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୫୨୦୦ ବର୍ଗଫୁଟ ପରିମିତି ରହିଛି । ଏହି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି । ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ । କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।

 

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଦିଗପହଣ୍ଡି ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ।

 

 

powered by social2s

Gujarat becomes first state in India to get True 5G in 100 percent of district headquarters

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
25 November 2022

Mumbai(25/11/2022): Jio is rolling out its True 5G network at a rapid pace. Today, Jio has taken a big stride forward by extending its True-5G coverage in each of the 33 district headquarters of Gujarat, thereby making Gujarat the first state in India to get Jio True 5G coverage in 100% of the district headquarters. Gujarat holds a special place, as it is Reliance’s Janmabhoomi. This strategic announcement is a dedication to Gujarat and its people. As a model state, Jio will launch a series of True 5G-powered initiatives across Education, Healthcare, Agriculture, Industry 4.0 and IOT sectors in Gujarat and then extend it across the country. This shubh-aarambh in Gujarat will happen with an important True 5G-powered initiative named ‘Education-For-All’, in which Reliance Foundation and Jio are coming together to initially digitize 100 schools in Gujarat. This initiative will connect schools with JioTrue5G connectivity, Advanced Content Platform, Teacher & Student Collaboration Platform and School Management Platform Through the power of this technology, millions of students across the country will be facilitated on a digital journey of empowerment through quality education. Akash M Ambani, Chairman, Reliance Jio Infocomm Limited, said, “We are proud to share that Gujarat is now the first state to have 100% district headquarters connected with our robust True 5G network. We want to showcase the real power of this technology and how it can impact a billion lives. Education is a focus-area for Our Prime Minister. Imagine the power of having 300-400 million skilled Indians joining the workforce in the next 10-15 years. It will not only give a better standard of living to each Indian but will also help in realizing our Hon’ble Prime Minister’s vision of becoming a developed economy by 2047. Reliance Foundation already runs a program named Education & Sports for All (ESA), where it enables and empowers youth at the grass-root level with quality-education and opportunities in sports. Jio and Reliance Foundation will take the ‘Education for All’ initiative to a whole new level by using the powerful 5G-tech along with platforms that digitize the schools and bring them at par with the best in India and the world. 5G cannot remain an exclusive service available to the privileged few or those in our largest cities. It must be available to every citizen, every home, and every business across India. Only then can we dramatically increase productivity, earnings, and living standards across our entire economy, thereby creating a prosperous and inclusive society in our country. This is our constant belief, inspired by our We Care philosophy.” Starting 25th November, Jio users in Gujarat will be invited to the Jio Welcome Offer, to experience Unlimited Data at up to 1 Gbps+ speeds, at no additional cost. Jio True 5G has a three-fold advantage that makes it the only TRUE 5G network in India. Stand-alone 5G architecture with advanced 5G network with Zero dependency on 4G network. The largest and best mix of 5G spectrum across 700 MHz, 3500 MHz, and 26 GHz bands. Carrier Aggregation that seamlessly combines these 5G frequencies into a single robust “data highway” using an advanced technology called Carrier Aggregation

powered by social2s

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍‌ଘାଟିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
10 November 2022

ଭୁବନେଶ୍ୱର: ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ ବାର୍ଷିକିର ପାଳନ କରିଥିଲା । ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଶାଖାଗୁଡ଼ିକ ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ରାହାମା, ରଘୁନାଥପୁର, ଜଗତସିଂହପୁର, ଯାଜପୁର ରୋଡ଼, ଚଣ୍ଡିଖୋଲ, ଭଦ୍ରକ ଏବଂ ଡେଲାଙ୍ଗରେ ଉପସ୍ଥିତ ରହିଛି । ଆଇସିଏଲ ଫିନକର୍ପ ସିଏମଡି, ଆଡ୍‌ଭୋକେଟ ଶ୍ରୀ କେ.ଜି. ଅନିଲକୁମାର ଏହି ନୂତନ ଶାଖାଗୁଡ଼ିକର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ମାନ୍ୟବର ବ୍ୟକ୍ତିଗଣ ଭାଗ ନେଇଛନ୍ତି । ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥିରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁ୍‌ଖ ଆର୍ଥିକ ସଂଗଠନ ହୋଇପାରିଛି । ଆଇସିଏଲ ଫିନକର୍ପ କ୍ରମାଗତ ଭାବରେ ଲୋକଙ୍କୁ ସୁନାଋଣ, ଭଡ଼ା କ୍ରୟ ଋଣ, ଯାନବାହନ ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ନିବେଶ, ବ୍ୟବସାୟ ଋଣ, ଗୃହ ବୀମା, ସ୍ୱାସ୍ଥ୍ୟ ବୀମା, ଯାନବାହନ ବୀମା ସହିତ ସର୍ବୋତମ ସେବା ପ୍ରଦାନ କରୁଛି । ଆଇସିଏଲ ଗ୍ରୁପ ଅଫ କମ୍ପାନୀଗୁଡ଼ିକରେ ପର୍ଯ୍ୟଟନ ଏବଂ ଭ୍ରମଣ, ଫ୍ୟାଶନ, ସ୍ୱାସ୍ଥ୍ୟ ନିଦାନ ଏବଂ ଚାରିଟେବୁଲ ଟ୍ରଷ୍ଟ ସହିତ ଅନେକ ସଫଳ ଉଦ୍ୟମ ମଧ୍ୟ ରହିଛି । ଏହାର ସିଏମଡି ଶ୍ରୀ କେ.ଜି ଅନିଲକୁମାରଙ୍କ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପତି ମାନଦଣ୍ଡର ଅନୁପାଳନ କରି ଆଇସିଏଲ ଫିନକର୍ପ ଓଡ଼ିଶାର ଗ୍ରାହକମାନଙ୍କୁ ସର୍ବୋତମ ସୁଧହାର ଏବଂ ବାଧାମୁକ୍ତ ତଥା ଦ୍ରୁତ ଋଣ ପ୍ରକ୍ରିୟାକରଣ ଯୋଗାଇଦେଇ ସେମାନଙ୍କ ବିଶ୍ୱାସ ହାସଲ କରିପାରିଛି । ଓଡ଼ିଶାରେ ଏହି ନୂତନ ଶାଖା ସହିତ ଆଇସିଏଲ ଓଡ଼ିଶାବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ସାରା ଭାରତରେ ଏକ ମହାନ ଉପସ୍ଥିତି ସୃଷ୍ଟି କରିବା ପାଇଁ ଆଶାବାଦୀ ରହିଛି ।

powered by social2s

ଜିଓର ୫ଜି ସମାଧାନକୁ ଲଣ୍ଡନରେ ପ୍ରତିଷ୍ଠିତ “କ୍ଲାଉଡ୍ ନେଟିଭ୍ ଆୱାର୍ଡ’ ପ୍ରଦାନ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
03 November 2022

ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେସନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ପ୍ଲାଟଫର୍ମ୍‌ସକୁ କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି । ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶବିଦେଶର ପ୍ରତିଷ୍ଠିତ କଂପାନି ଏବଂ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ବିତରଣ ସମାରୋହରେ ଭାଗ ନେଇଥିଲେ । ଜିଓ ପ୍ଲାଟଫର୍ମସ୍‌କୁ ଏହାର କମ୍ବୋ ୫ଜି/ ୪ଜି କୋର୍ ନେଟ୍‌ୱର୍କ ସଲ୍ୟୁସନ୍ସ ପାଇଁ କ୍ଲାଉଡ୍ ନେଟିଭ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଜୟୀ ସମାଧାନକୁ ବ୍ୟବହାର କରି ରିଲାଏନ୍ସ ଜିଓ ଭାରତରେ ୫ଜି ସେବାର ଶୁଭାରମ୍ଭ କରୁଛି । ଜିଓ ପକ୍ଷରୁ ବିଭିନ୍ନ ସହରରେ ବ୍ୟବହାରକାରୀମାନଙ୍କୁ ନେଇ ୫ଜିର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି । ଗ୍ରାହକମାନଙ୍କ ଚାହିଦାକୁ ଦ୍ରୁତ ଗତିରେ ପୂରଣ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ନିମନ୍ତେ ଏଭଳି ଏକ ସମାଧାନର ଆବଶ୍ୟକତା ରହିଛି ଯାହାକୁ ଅତ୍ୟଧିକ ବ୍ୟାପକ କରାଯାଇପାରିବ ଏବଂ ତାହା ଆକର୍ଷଣୀୟ ହେବା ସହ ଶୀଘ୍ର ଅପ୍‌ଡେଟ୍ କରାଯାଇପାରୁଥିବ । ଏହା କରିବା ଲାଗି କଂପାନିଗୁଡ଼ିକୁ କ୍ଲାଉଡ୍ ଭିତିଭୂମିରେ ପରିଚାଳିତ ହେଉଥିବା ଆଧୁନିକ ପ୍ରଯୁକ୍ତି ବ୍ୟବହାର କରିବାକୁ ପଡ଼ିଥାଏ । କ୍ଲାଉଡ୍ କମ୍ପ୍ୟୁଟିଂ ପରିବେଶରେ ଆଧୁନିକ ଆପ୍ଲିକେସନକୁ ତିଆରି କରିବା, ତାହାକୁ ପ୍ରସ୍ତୁତ କରିବା ଏବଂ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସଫ୍ଟଓୟାର ଭିତିକ କାର୍ଯ୍ୟକୁ କ୍ଲାଉଡ୍ ନେଟିଭ୍ କୁହାଯାଉଛି । ଏଭଳି ଆକର୍ଷଣୀୟ ସମାଧାନ ପ୍ରସ୍ତୁତ କରିଥିବାରୁ ଜିଓକୁ “କ୍ଲାଉଡ୍ ନେଟିଭ୍ ପୁରସ୍କାର’ ପ୍ରଦାନ କରାଯାଇଛି ।

powered by social2s

More Articles ...

  1. ନଭେମ୍ବର ୧୬ ରୁ ୧୯ ପର୍ଯ୍ୟନ୍ତ କୋଲକାତାଠାରେ ଆୟୋଜିତ ହେବ ଗ୍ଲୋବାଲ ମାଇନିଙ୍ଗ ସମିଟ୍ ଏବଂ ମାଇନିଙ୍ଗ ମେସିନାରୀ ପ୍ରଦର୍ଶନୀ
  2. ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ
  3. ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ
Page 2063 of 2253
  • Start
  • Prev
  • 2058
  • 2059
  • 2060
  • 2061
  • 2062
  • 2063
  • 2064
  • 2065
  • 2066
  • 2067
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.