• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

Admissions open for Ben-Gurion University’s MSc. in Electro-Optical Engineering

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
05 August 2022

 

 

Bhubaneswar(05/08/2022): Admissions are now open for the MSc. Program in Electro-Optical Engineering at the Ben-Gurion University of the Negev (BGU), Israel.  The aim of the M.Sc. program is to provide the students with research expertise and advanced knowledge in electro-optical engineering. Students graduating with an M.Sc. degree are qualified for senior research and development positions in the industry and may continue with their Ph.D. studies.

 

Program delivery:

 

The MSc program is completed within 2 academic years (4 semesters) and taught completely in English.

 

The fields of specialization in Electro-optical engineering M.Sc. programs include imaging systems and image processing; optoelectronic devices; biomedical optics; nanophotonics and integrated nanophotonics; quantum and non-linear optics; optical communications; plasmonics and metamaterials.

 

Admission Cycle: Applications are now being accepted for Fall 2022.

 

Application deadline: Rolling admissions.

 

Tuition: Tuition fee for MSc program is approximately $5000 per year.

 

Eligibility Requirements:

 

  • A B.Sc. degree in related science and engineering fields (e.g., electrical engineering, material engineering, mechanical engineering, physics, etc.) at a minimum GPA of 80/100.
  • A TOEFL score of 85/120 or the equivalent score in an internationally recognized English proficiency exam is required. The English proficiency requirement is waived for applicants who received their B.Sc. degree in a program taught in English.
  • GRE is recommended but not required.
  • Additionally, prior to applying to the M.Sc. program, the applicant should contact a potential advisor among the EOPE faculty.  In order to assist you in finding an advisor, please visit the BGU Research Portal.

 

 

Scholarship:   

Outstanding students are eligible for scholarships which can cover the tuition fees and provide living expenses. Most EOPE faculty can provide additional substantial financial support through their research grants.

 

How to Apply:  Please visit the online application site at: https://bgu4u.bgu.ac.il/pls/scwp/!app.gate?app=reg&f=1&d=2&lang=enConfirmedc

 

--ENDS—

 

About Ben-Gurion University of the Negev:

 

Ben-Gurion University of the Negev embraces the endless potential we have as individuals and as a commonality to adapt and to thrive in changing environments. Inspired by our location in the desert, we aim to discover, to create, and to develop solutions to dynamic challenges, to pose questions that have yet to be asked, and to push beyond the boundaries of the commonly accepted and possible.

 

We are proud to be a central force for inclusion, diversity, and innovation in Israel, and we strive to extend the Negev’s potential and our entrepreneurial spirit throughout the world. For example, the multi-disciplinary School for Sustainability and Climate Change at BGU leverages over 50 years of expertise on living and thriving in the desert into scalable solutions for people everywhere.

 

At a glance:

 

20,000 students |   800 senior faculty |   3 campuses | 6 faculties: humanities & social sciences, health sciences, engineering sciences, natural sciences, business & management, and desert research

We invite you to set aside existing paradigms and to view the world from our unconventional perspective.

 

powered by social2s

୫ଜି ସେବା ପାଇଁ ମହତ୍ୱପୂର୍ଣ୍ଣ ୭୦୦ ମେଗାହର୍ଜ ବ୍ୟାଣ୍ଡ୍ ହାସଲରେ ଜିଓ ଏକମାତ୍ର ଅପରେଟର

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
02 August 2022

ଭୁବନେଶ୍ୱର: ୫ଜି ସ୍ପେକ୍ଟ୍ରମ୍ ନିଲାମ ସହିତ ଭାରତରେ ୫ଜି ସେବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି । ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍‌ରେ ପ୍ରିମିୟମ୍ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ୫ଜି ସ୍ପେକ୍ଟ୍ରମ୍ କିଣିବାରେ ଜିଓ ହେଉଛି ଏକମାତ୍ର ଅପରେଟର । ୫ଜି ପାଇଁ ଉତ୍କୃଷ୍ଟ ବିଚାର କରାଯାଉଥିବା ଏହି ବ୍ୟାଣ୍ଡ୍ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ, ଏହି ପ୍ରିମିୟମ୍ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ହାସଲ କରି ୫ଜି ଦୌଡ଼ରେ ଜିଓ ପ୍ରାରମ୍ଭିକ ଅଗ୍ରଗତି ହାସଲ କରିପାରିଛି । ସାରା ସାରା ବିଶ୍ୱରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ୫ଜି ପାଇଁ ପ୍ରମୁଖ ବ୍ୟାଣ୍ଡ୍ ଭାବେ ବ୍ୟବହାର କରାଯାଉଛି । ଏଭଳିକି ଆମେରିକା ଓ ୟୁରୋପୀୟ ସଂଘ ପକ୍ଷରୁ ଏହାକୁ ୫ଜି ସେବା ପାଇଁ “ପ୍ରିମିୟମ୍ ବ୍ୟାଣ୍ଡ୍‌’ ଘୋଷଣା କରାଯାଇଛି । ସାରା ଦୁନିଆରେ ଏହି ବ୍ୟାଣ୍ଡ୍ ଲୋକପ୍ରିୟ ହେବାର ଅନେକ କାରଣ ରହିଛି । ଟେଲିକମ୍ କ୍ଷେତ୍ର ଉପରେ ନଜର ରଖିଥିବା ରୋହନ ଧମିଜାଙ୍କ କହିବା ଅନୁଯାୟୀ ଉନ୍ନତ ଇନ୍‌ଡୋର୍ ଓ ଆଉଟ୍‌ଡୋର୍ କଭରେଜ୍ ହେଉଛି ୭୦୦ ମେଗାହର୍ଜ ଲୋକପ୍ରିୟ ହେବାର ଅନ୍ୟତମ କାରଣ । ଲୋ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ୍ ହୋଇଥିବାରୁ ଏହାର ସିଗ୍‌ନାଲ୍ କୋଠାବାଡ଼ିର ଭିତର ପର୍ଯ୍ୟନ୍ତ ପ୍ରବେଶ କରିପାରେ । ତେଣୁ ଇନ୍‌ଡୋର୍ କଭରେଜ୍ ଦୃଷ୍ଟିରୁ ଏହା ବେଶ ଚମତ୍କାର । ସେଥିପାଇଁ ୭୦୦ ମେଗାହର୍ଜକୁ ଭିଡ଼ ସ୍ଥାନ ଓ ଅଧିକ ଡାଟା ବ୍ୟବହାର ହେଉଥିବା ସ୍ଥାନ ପାଇଁ ଆଦର୍ଶ ଭାବେ ବିଚାର କରାଯାଉଛି । ଏହାର ଦ୍ୱିତୀୟ ଆକର୍ଷଣ ହେଉଛି ଦୀର୍ଘ ଆଉଟ୍‌ଡୋର୍ କଭରେଜ୍ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ଟାୱାର ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ କଭରେଜ ପ୍ରଦାନ କରିଥାଏ । ଏହାର କଭରେଜ୍ ପାଇଁ ଅପରେଟରଙ୍କୁ କମ୍ ଟାୱାର ଲଗାଇବାକୁ ପଡ଼ିଥାଏ । ସେଥିପାଇଁ ଏହି ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ମହଙ୍ଗା ହୋଇଥିଲେ ମଧ୍ୟ ସୁଲଭ ୫ଜି ସେବା ଲାଗି ଏହାକୁ ଉପଯୁକ୍ତ ବିଚାର କରାଯାଉଛି । ଭାରତ ଏଭଳି ଏକ ଦେଶ ଯେଉଁଠାରେ ବଡ଼ ଜନସଂଖ୍ୟା ଏବେବି ଗ୍ରାମାଂଚଳରେ ବାସ କରୁଛନ୍ତି ସେଠାରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ବିଶାଳ କଭରେଜ୍ ଗ୍ରାମୀଣ ଭାରତକୁ ଉନ୍ନତ ଯୋଗଯୋଗରେ ରହିବାରେ ସହାୟକ ହେବ । ଏହାର ଅର୍ଥ ହେଉଛି ୫ଜି କେବଳ ସହରାଂଚଳରେ ସୀମିତ ରହିବ ନାହିଁ । ଗ୍ରାମାଂଚଳରେ ଏହାର ଲାଭ ନିଶ୍ଚିତ ରୂପେ ପହଂଚିବ । ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଦୂରଦୂରାନ୍ତ, ଭିଡ଼ ଓ ଗ୍ରାମୀଣ ଅଂଚଳରେ ଯୋଗଯୋଗ ପହଁଚାଇବାରେ ସହାୟକ ବୋଲି କହିଛନ୍ତି । ଡାଟା ଟ୍ରାଫିକ୍ ପରିଚାଳନା କରିବାରେ ଏହାର ସୁଖ୍ୟାତି ରହିଛି । ଏହି ବ୍ୟାଣ୍ଡ୍ ଷ୍ଟାଣ୍ଡ୍‌-ଏଲୋନ୍ ବା ଏକକ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି । ବିଶେଷଜ୍ଞମାନଙ୍କ ମତରେ ୧୮୦୦ ମେଗାହର୍ଜ ତୁଳନାରେ ୫ ଗୁଣା ଓ ୯୦୦ ମେଗାହର୍ଜ ତୁଳନାରେ ଦୁଇ ଗୁଣା ଅଧିକ ପ୍ରଭାବୀ ହେଉଛି ୭୦୦ ମେଗାହର୍ଜ ବ୍ୟାଣ୍ଡ୍ । ୨୬ ଗିଗାହର୍ଜର୍ ହାଇ- ଫ୍ରିକ୍ୱଏନ୍‌ସି ମିଲିମିଟର ବ୍ୟାଣ୍ଡ୍‌ର ଗତି ଯଦିଓ ବହୁତ ତୀବ୍ର କିନ୍ତୁ ଏହାର କଭରେଜ୍ ଅତ୍ୟନ୍ତ ସୀମିତ । ୨୧୦୦ ମେଗାହର୍ଜ ତୁଳନାରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସେବା ପ୍ରଦାନ କରିବା ସୁଲଭ ରହିବ । ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଓଡ଼ିଶାରେ ରିଲାଏନ୍ସ ଜିଓ ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଛି । ସୂଚନାଯୋଗ୍ୟ ଯେ, ୧ ଅଗଷ୍ଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଭାଗ ନେଇ ରିଲାଏନ୍ସ ଜିଓ ସର୍ବାଧିକ ସ୍ପେକ୍ଟ୍ରମ ହାସଲ କରିବା ସହିତ ଭାରତରେ ବିଶ୍ୱର ସର୍ବାଧୁନିକ ୫ଜି ନେଟ୍‌ୱର୍କ ନିର୍ମାଣ ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛି । ଜିଓର ୫ଜି ସମାଧାନଗୁଡ଼ିକ ଭାରତରେ ପ୍ରସ୍ତୁତ, ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତା ପୂରଣ ନିମନ୍ତେ ପୂର୍ଣ୍ଣ ଉପଯୋଗୀ । ଜିଓ ସର୍ବନିମ୍ନ ସମୟ ମଧ୍ୟରେ ୫ଜି ସେବା ପ୍ରଚଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି କାରଣ ଏହାର ରାଷ୍ଟ୍ରବ୍ୟାପୀ ଫାଇବର ଉପସ୍ଥିତି, ପରମ୍ପରାଗତ ଭିତିଭୂମି ସମସ୍ୟା ନଥିବା ଅତ୍ୟାଧୁନିକ ପୂର୍ଣ୍ଣ ଆଇପି ନେଟ୍‌ୱର୍କ, ସ୍ୱଦେଶୀ ୫ଜି ଷ୍ଟାକ୍ ଏବଂ ସମଗ୍ର ପ୍ରଯୁକ୍ତି ପରିବ୍ୟବସ୍ଥାରେ ମଜଭୁତ ବିଶ୍ୱସ୍ତରୀୟ ସହଭାଗିତା ରହିଛି ।

powered by social2s

Birla Carbon creates a unique virtual experience for carbon black customers

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
25 July 2022

Mumbai(25/07/2022): Birla Carbon, one of the leading manufacturers and suppliers of high-quality carbon black solutions, has announced the launch of a first-of-its-kind carbon black virtual showroom that provides a Virtual Reality experience, showcasing the value and diverse usage of carbon black through the lens of a Virtual Car. The virtual showroom can be accessed using the URL - https://www.digitalshowroom.birlacarbon.com/ This industry first, virtual reality experience, takes an individual through intricate uses of each part of a car and showcases, through an immersive experience, how carbon black can make a difference to the solutions it is part of. The virtual showroom aims to be a one-stop shop experience for the entire value chain of carbon black solutions. Speaking about this launch, John Davidson, Chief Sales and Marketing Officer, Birla Carbon, said, “All around us, the pace of change has accelerated in recent years. The adoption of digital tools has been fast, representing an opportunity to do things better. As part of our innovation journey, we identified a need to easily help people find carbon black information in its many application spaces.” He further added, “At Birla Carbon, we are committed to being knowledge partners. We work hard on innovations that bring sustainable and value-added experiences to our value chains. This virtual showroom is one such endeavor. This showroom will go into the depths of an automotive vehicle and drill down to the specific applications and benefits of carbon black. Exploring the various parts of the showroom will give you an engaging experience in understanding key components in which carbon black is effectively used.” The launch will mark Birla Carbon’s foray into digital innovation to share knowledge, experiential access to learnings, and understanding of carbon black solutions based on end application needs. The virtual showroom consists of six categories - Mechanical Rubber Goods (MRG), Coatings, Inks, Niche, Plastics, and Tires. Each category provides further information about the true value of carbon black in these applications. It provides details on their performance attributes, benefits, and alternate solutions. This showroom is also an important link in the large Birla Carbon enterprise. Whether it is a global manufacturing network that provides high-quality carbon black, state-of-the-art R&D and Innovation facilities, or a supply chain network that connects every part of the world, the journey begins with a single click. Visit the Birla Carbon virtual showroom and begin this journey! Visit https://www.digitalshowroom.birlacarbon.com/

powered by social2s

Jaypee announce attractive deals with up to 20% discount on its products for Amazon’s Prime Day Sale

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 July 2022

 

 

Noida(22/07/2022): Jaypee, India’s leading manufacturers and exporters of houseware, kitchenware, serveware, and more, are offering spectacular deals with up to 20% discount on a range of products during Amazon’s “Prime Day Sale” on July 23 and 24 in India. The Prime Day program will provide Jaypee and Jaypee Plus an attractive opportunity to reach a wider audience, expanding both its reach, presence, and revenue stream.

With its headquarters in Noida, the brand caters to the entire country, and has several state-of-the-art manufacturing facilities located in Noida, Greater Noida, Tronica, Tapukara (Rajasthan), and Roorkey. As part of the event, the brand is offering a number of its unique products at heavily discounted prices for its discerning customers:

Jaypee Missteel Hello Kitty Lunch Box (650 ml)

Made of 100 % food-grade, virgin plastic with stainless steel inners, the Missteel Hello Kitty Lunch Box from Jaypee is designed with a number of cartoon characters to make it attractive for children. The lunch box consists of a leakproof sabzi container and spoon made using stainless steel, and is leak proof, spill proof, and compact in size, fitting easily in one’s school bag.

Link-https://www.amazon.in/Jaypee-Plus-Missteel-Hello-Kitty/dp/B07DNT7H73/ref=pd_lpo_1?pd_rd_i=B07DNT7H73&psc=1

Price- 864

Jaypee Glasserol Set of 3 Casserole (800+1200+1700 ml)

These elegant and stylish casseroles have an integrated stainless-steel bowl within, that is highly resistant to heat, corrosion, or rust, allows food to be stored in a safe, secure, and hygienic way. Enclosed between two layers of plastic and steel, the insulation helps keep the food fresh and retains its flavour and warmth. The outer layer is made using stainless and chrome-finished steel, and the containers come with a transparent toughened glass lid.

Link https://www.amazon.in/Jaypee-Plus-Glasserol-Plastic-Casserole/dp/B078HHB1G2/ref=asc_df_B078HHB1G2/?tag=googleshopdes-21&linkCode=df0&hvadid=397010588806&hvpos=&hvnetw=g&hvrand=10154047270438470554&hvpone=&hvptwo=&hvqmt=&hvdev=c&hvdvcmdl=&hvlocint=&hvlocphy=1007824&hvtargid=pla-838514571991&psc=1&ext_vrnc=hi

Price- 1399

Jaypee Plus Hott line Electric Lunch Box 3 SS Container (1500 ml)

This electric lunch box from Jaypee Plus has three stainless steel containers inside, and a sturdy and comfortable handle that makes it easy to carry around. This makes it perfect for gifting as well, as it is both stylish and utilitarian.

Link-https://www.amazon.in/Jaypee-Plus-Hottline-ECLB02112016RG-1-5-Litre/dp/B071V7YVZ9/ref=sr_1_1?keywords=hotline+3+jaypee&qid=1646209562&sprefix=hotline+3%2Caps%2C293&sr=8-1

Price- 1495

Jaypee Steel Ecosteel Sr Lunch Box (650 ml)

The Ecosteel lunch box enhances the taste of the food while ensuring hygiene. The containers are airtight, but also easy to open and close. Consisting of a stainless steel sabzi container and spoon, the compact size makes it sit easily in one’s bag. While the interior is made up of stainless steel, the exterior is made of 100 % food-grade, BPA-free, virgin plastic.

Link - https://www.amazon.in/Jaypee-Plus-steel-Sr-Lunch/dp/B07QPTC9NX

Price- 675

Jaypee Plus Classique Set of 3 Tea, Sugar & Coffee Containers (750 ml)

Built to be scratch resistant and unbreakable, these containers are extremely durable and long-lasting, making them a fantastic addition to one’s kitchen. The lids also have a scientific locking mechanism that makes it easy to lock and unlock while keeping the contents in great condition.

Link- https://www.amazon.in/Jaypee-Plus-Plastic-Container-Black/dp/B075XMTPBT/ref=asc_df_B075XMTPBT/?tag=googleshopdes-21&linkCode=df0&hvadid=397010072764&hvpos=&hvnetw=g&hvrand=9262408723271747097&hvpone=&hvptwo=&hvqmt=&hvdev=c&hvdvcmdl=&hvlocint=9300973&hvlocphy=1007824&hvtargid=pla-404976926549&ext_vrnc=hi&th=1

Price-- 949

--

powered by social2s

LPU Opens Admission for BCA (Bachelor of Computer Application- Big Data Analytics) in tie up with IBM

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
27 July 2022

Bhubaneswar(27/07/2022): Lovely Professional University invites applications for BCA (Bachelor of Computer Application- Big Data Analytics) in tie up with IBM. Apply now. Session Commences from: LPU NEST exams online registration date starts on 26th May and last date for submission of LPU NEST Application is 30 th June 22. The candidate has to take admission by 10 th July 22 Course Duration: 3 years (6 Semesters) Course Fee: Per semester the fee of this course is INR 1,00,000 but based on the performance in the entrance test, scholarships can be availed upto 48,000 per semester ((INR 52,000/- to be paid per semester after the maximum scholarship). Eligibility: Pass with 60% aggregate marks in 10+2 subject to qualifying LPUNEST. For a candidate, who has not studied English as a subject, the condition of English may be waived off provided the candidate in his qualifying exam has studied in English medium. (5% relaxation to North-East states and Sikkim candidates or Defence Personnel and their Dependents or Wards of Kashmiri Migrants) Apply Here : https://www.lpu.in/programmes/bachelor-of-computer-application-bca-big-data-analytics Placement Cell contact: 9915020421, 01824-444500.

powered by social2s

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଟ୍ ଲାଭ ୪୦.୮% ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
22 July 2022

ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି । ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି । ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି । ଏହିଭଳି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା । ୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।

powered by social2s

ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ୧୦ ଷ୍ଟାର୍ଟଅପ୍ ସମ୍ବର୍ଦ୍ଧିତ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
18 July 2022

ଭୁବନେଶ୍ୱର: ଆଗକୁ ବଢ଼ିବା ଓ ସମୃଦ୍ଧ ହେବା ଲାଗି ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ଓ-ହବ୍ ଠାରେ ଆୟୋଜିତ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ୨୦୨୨ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି । ସେ କହିଲେ, ସମସ୍ତ ନିବେଶକ ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଜାଣିବା ଦରକାର ଯେ ଏବେ ଓଡ଼ିଶାର ସମୟ ଆସିଛି ଏବଂ ନିଜ ଯାତ୍ରା ଆରମ୍ଭ କରିବା ଲାଗି ଓଡ଼ିଶା ସଠିକ ସୁଯୋଗ ପ୍ରଦାନ କରୁଛି । ଓଡ଼ିଶାରେ ବିପୁଳ ପରିମାଣର ବୈଷୟିକ ସମ୍ବଳ ରହିଛି ଏବଂ ଜମି, ଜଳ, ଭିତିଭୂମି ଓ ଶକ୍ତି ଆଦି ପ୍ରସ୍ତୁତ ହୋଇ ରହିଛି ଯାହା ଯେକୌଣସି ସଂସ୍ଥାକୁ କାରବାର ଆରମ୍ଭ କରିବା ଓ ଆଗକୁ ବଢ଼ିବା ଲାଗି ଓଡ଼ିଶା ଉପଯୁକ୍ତ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି । ଏହି ଅବସରରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଡକ୍ଟର ଓମ୍‌କାର ରାଏ କହିଛନ୍ତି ଯେ ବିଶ୍ୱସ୍ତରୀୟ ଭିତିଭୂମି ଓ ସୁବିଧା ସୁଯୋଗ ଥିବାରୁ ରାଜ୍ୟରେ ଏଭଳି କାର୍ଯର୍୍ୟକ୍ରମ ପାଇଁ ଓ-ହବ୍ କେନ୍ଦ୍ର ସ୍ଥଳରେ ପରିଣତ ହୋଇଛି । ଓଡ଼ିଶାରେ ୧୩୦୦ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦% ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି ଯାହା ଦେଶରେ ଅନ୍ୟ ବ୍ୟବସ୍ଥା ତୁଳନାରେ ଏହାକୁ ସ୍ୱତନ୍ତ୍ର କରିପାରିଛି । ଏଆଇସି-ନାଳନ୍ଦାର ସିଇଓ, ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଷ୍ଟାର୍ଟଅପ୍ ଓଡ଼ିଶାର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ହେଉଛି ପ୍ରଥମ ଧରଣର ଅନ୍ୟତମ ମେଂଟର-ନିବେଶକ-କନେକ୍ଟ ଉତ୍ସବ ଯାହାକୁ ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଓ ଫ୍ଲୁଇଡ୍ ଭେଂଚର୍ସ ସହଯୋଗରେ ଏଆଇସି-ନାଳନ୍ଦା ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରୁ ୪୦ରୁ ଅଧିକ ବିଶେଷଜ୍ଞ, ମେଂଟର, ନିବେଶକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ନିବେଶକ ଓ ଷ୍ଟାର୍ଟଅପମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସାମ୍ନା ସାମ୍ନି ବୈଠକ ଆୟୋଜନ ହୋଇଥିଲା । ନେଟୱର୍କିଂ ଅଧିବେଶନରେ ଷ୍ଟାର୍ଟଅପ୍‌ଗୁଡ଼ିକ ମେଂଟର ଓ ନିବେଶକମାନଙ୍କଠାରୁ ମାର୍ଗଦର୍ଶନ ହାସଲ କରିିଥିଲେ । ଉଦଯାପନୀ ସମାରୋହରେ ନିବେଶକ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି, ସରକାରୀ ଅଧିକାରୀ ଓ ଗୋଷ୍ଠୀ ନେତାମାନଙ୍କୁ ନେଇ ଏକ ପ୍ୟାନେଲ୍ ଆଲୋଚନା ଆୟୋଜନ କରାଯାଇଥିଲା । ଏହି ଅବସରରେ ୫୦ ଷ୍ଟାର୍ଟଅପ୍‌ଙ୍କ ପ୍ରିଭିଲେଜ୍ କ୍ଲବ୍ ଘୋଷଣା କରାଯାଇଥିଲା ଯେଉଁମାନେ ସରକାରୀ ଶିଳ୍ପ, ଓ ନିବେଶକଙ୍କ ଠାରୁ ସହାୟତା ଓ ଲିଙ୍କେଜ ପାଇପାରିବେ । ୧୦ ଶ୍ରେଷ୍ଠ ପ୍ରଦର୍ଶନକାରୀ ଷ୍ଟାର୍ଟଅପ୍‌ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

powered by social2s

More Articles ...

  1. Airtel announces successful trial of India’s first 5G Private Network at Bosch
  2. Punjab National Bank joins Account Aggregator Ecosystem
  3. Experience the grandeur of SOMANY’s latest EXTRAORDINARY collection of product range
Page 2070 of 2253
  • Start
  • Prev
  • 2065
  • 2066
  • 2067
  • 2068
  • 2069
  • 2070
  • 2071
  • 2072
  • 2073
  • 2074
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.