• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

LPU Opens Admission for B.Tech CSE (AI & Data Engineering) in Association with Futurense Technologies

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
08 June 2022

 

Mumbai(08/06/2022): Lovely Professional University invites applications for their very first program in B.Tech CSE (AI & Data Engineering). Running in association with Futurense Technologies in India, the batch is scheduled to begin on Mid July'22. With an assured 12-month internship at the time of joining, this is one of the most promising courses offered by the university. Additionally, post enrolling students will get access to global faculty along with curriculum delivery by current and ex-industry stalwarts. Apply now.

 

Session Commences from: Mid July’22.

 

Course Duration: 4 yrs. (8 Semesters)

 

Course Fee: INR 1,90,000 (per semester) for Indian students and on the basis of the performance in LPU NEST or marks achieved in 12th or JEE (mains) a student can avail of scholarship up to INR 38000 per semester

Programme Fee (for International applicants Except for Sri Lanka, Bhutan, Nepal and Bangladesh) is $2750 (per semester)

Programme Fee (for International applicants from Sri Lanka, Bhutan, Nepal and Bangladesh) is INR 1,90,000 per semester

 

Eligibility- Pass with 65% aggregate marks in 10+2 (with Physics, Mathematics and English) subject to qualifying LPUNEST and Interview by Futurense Technologies.

For a candidate, who has not studied English as a subject, the condition of English may be waived off provided the candidate in his qualifying exam has studied in the English medium.

(5% relaxation to North-East states and Sikkim candidates or Defence Personnel and their Dependents or Wards of Kashmiri Migrants)

 

Apply Here: https://www.lpu.in/programmes/engineering/b-tech-cse-ai-and-data-engineering

 

Placement Cell contact: Dr Sami Anand à +91-98785-81768

 

--

powered by social2s

ରଜ ରାଜକୁମାରୀ ପ୍ରତିଯୋଗିତା ସହିତ ଟ୍ରେଣ୍ଡ୍‌ସ୍ ନେଇଆସିଛି ଉତ୍ସବର ଆନନ୍ଦ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
04 June 2022

 

- ରଜ ରାଜକୁମାରୀ ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ ଆହ୍ୱାନ କରାଯାଉଛି

- ପ୍ରତିଯୋଗିତା ୨୦୨୨, ୦୪ ଜୁନ୍ ରୁ ୧୯ ଜୁନ୍ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଅଂଶ ତଥା ଭାରତର ସର୍ବବୃହତ୍ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ୍, ଓଡ଼ିଶାରେ ରଜ ମହୋତ୍ସବ ପାଳନ ନିମନ୍ତେ ଅନନ୍ୟ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଆରମ୍ଭ ହୋଇଥିବା ଘୋଷଣା କରିଛି । ଓଲିଉଡ ତାରକା ଦମ୍ପତି ସମ୍ବିତ ଆଚାର୍ଯ୍ୟ ଏବଂ ଶିବାନି ସଙ୍ଗୀତା ଏହି ପ୍ରତିଯୋଗିତା ସହିତ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଯୋଡି ହୋଇଛନ୍ତି ।

ରଜ ନାରୀତ୍ୱକୁ ପାଳନ କରିବାର ଏକ ଉତ୍ସବ ଏବଂ ଏହା ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଇଥାଏ ଯେଉଁ ସମୟରେ ସେମାନେ ନୂତନ ବସ୍ତ୍ର ପରିଧାନ କରନ୍ତି, ଦୋଳିରେ ଝୁଲନ୍ତି, ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରଷାଯାଏ, ମଜାଦାର ଖେଳ ଖେଳନ୍ତି ଏବଂ ଏହି ଉତ୍ସବକୁ ପାଳନ କରିବା ନିମନ୍ତେ ଲୋକଗୀତ ଗାଇ ମଉଜ ମଜଲିସ କରନ୍ତି ।

 

ଟ୍ରେଣ୍ଡ୍‌ସ୍ ପକ୍ଷରୁ ୧୬ ଦିନ ବ୍ୟାପୀ ରଜ ରାଜକୁମାରୀ ପ୍ରତିଯୋଗିତାକୁ ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ୨୦୨୨ ଜୁନ୍ ୪ରୁ ଆରମ୍ଭ ହୋଇ ଜୁନ୍ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟରେ ଖୋଲା ପଡିଆରେ, ଆବାସିକ ସୋସାଇଟିଗୁଡିକରେ, ଗଣମାଧ୍ୟମରେ ବହୁବିଧ କାର୍ଯ୍ୟକ୍ରମ ସହିତ ମଲ୍‌ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଏହାର ଫିନାଲେ ୨୦୨୨ ଜୁନ୍ ୨୬ରେ ଅନୁଷ୍ଠିତ ହେବ । ଟ୍ରେଣ୍ଡ୍‌ସ୍ ର ଏହି ରଜ ରାଜକୁମାରୀ ପ୍ରତିଯୋଗିତା ମଧ୍ୟରେ ରହିଛି ଦୁଇଟି ପୃଥକ ପ୍ରତିଯୋଗିତା, ଯଥା- ରଜ ସମ୍ପର୍କିତ ଲୋକଗୀତ ପ୍ରତିଯୋଗିତା ଏବଂ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ରଜ ସେଲ୍‌ଫି ପ୍ରତିଯୋଗିତା ।

 

ଏହି ପ୍ରତିଯୋଗିତାର ସାମିଲ୍ ହୋବା ପାଇଁ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ନିଆଯାଇଥିବା ସେଲ୍‌ଫି ପଠାଇବାକୁ ହେବ ଅଥବା ରଜ ସମ୍ପର୍କିତ ଗୀତ ଗାଇ ତାହାର ଏକ ମିନିଟର ଭିଡିଓ କ୍ଲିପ୍ କରି ତାହାକୁ ଏକ ହ୍ୱାଟ୍‌ସ୍ ଆପ୍ ନମ୍ବର (୮୯୦୮୦୨୦୧୦୪)ରେ ସେୟାର କରିବାକୁ ହେବ କିମ୍ବା ତାହା ୱେବସାଇଟ www.trendsrajarajakumari.com ରେ ଅପ୍‌ଲୋଡ କରିବାକୁ ପଡିବ ।

 

ଏହି ପ୍ରତିଯୋଗିତାରେ ଭାଗନେଉଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ୫୦୦ ଟଙ୍କା ମୂଲ୍ୟର ଦୁଇଟି ରଜ ସ୍ପେଶାଲ ରିହାତି କୁପନ୍ ମିଳିବ । ବିଶିଷ୍ଟ ବିଚାରକମଣ୍ଡଳୀ ପ୍ରତ୍ୟେକ ବିଭାଗରୁ ୩ଜଣ କରି ମୋଟ ଛଅଜଣ ବିଜେତାଙ୍କୁ ମନୋନୀତ କରିବେ । ପ୍ରତି ବିଭାଗର ଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

 

ଓଲିଉଡ ସେଲିବ୍ରିଟି ଦମ୍ପତି ସମ୍ବିତ ଓ ସଙ୍ଗୀତା ପ୍ରତିଯୋଗିତା ସହିତ ଯୋଡି ହୋଇ ଅତ୍ୟନ୍ତ ଉଲ୍ଲସିତ ଅଛନ୍ତି ଏବଂ କହିଛନ୍ତି, “ଟ୍ରେଣ୍ଡ୍‌ସ୍ ଭଳି ଏକ ଫାଶନ ଡେଷ୍ଟିନେସନ ଦ୍ୱାରା ଏଭଳି ଅନନ୍ୟ ପ୍ରତିଯୋଗିତାର ଅଂଶ ବିଶେଷ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛୁ । ରଜ ପାଳନ ନିମନ୍ତେ ଏହା ଏକ ଅନନ୍ୟ ପ୍ରୟାସ ହୋଇଛି । ଆମେ ରଜ ରାଜକୁମାରୀ ପ୍ରତିଯୋଗିତାର ଅଂଶଗ୍ରହଣକାରୀଙ୍କ ସହିତ ମିଶି ରଜ ଉତ୍ସବ ପାଳନକୁ ଅପେକ୍ଷା କରିଛୁ । ରଜ କିଣାକିଣି ପାଇଁ ଆପଣଙ୍କର ନିକଟସ୍ଥ ଟ୍ରେଣ୍ଡ୍‌ସ୍ ଷ୍ଟୋରକୁ ଯାଆନ୍ତୁ ଏବଂ ସବୁରି ମୁହଁରେ ଚର୍ଚ୍ଚାରେ ରୁହନ୍ତୁ ।”

 

ଟ୍ରେଣ୍ଡ୍‌ସ୍ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଏବଂ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଏବଂ ଭାରତର ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି । ଏଠାରେ ଚମତ୍କାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଏବଂ ଏହାର ମୂଲ୍ୟ ସୁଲଭ ଏବଂ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ବିବେଚିତ ହେଉଛି ।

 

ଟ୍ରେଣ୍ଡ୍‌ସ୍ ସମ୍ପର୍କରେ

ଟ୍ରେଣ୍ଡ୍‌ସ୍ ଭାରତର ସର୍ବବୃହତ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ଫାଶନ୍ ଡେଷ୍ଟିନେସନ ଯାହାର ୫୦୦ରୁ ଅଧିକ ସହରରେ ସମସ୍ତ ଫର୍ମାଟ୍‌ରେ ୧୫୦୦ରୁ ଅଧିକ ଷ୍ଟୋର୍ ବିଶିଷ୍ଟ ବିଶାଳ ନେଟୱର୍କ ରହିଛି । ଏଠାରେ ମଧ୍ୟ ୧୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ପୋଷାକ ଏବଂ ଆସେସୋରିଜ୍ ବ୍ରାଣ୍ଡ୍ ସହିତ ପୁରୁଷ, ମହିଳା ଓ ପିଲାଙ୍କ ପୋଷାକ ବର୍ଗରେ ନିଜସ୍ୱ ୨୦ଟି ବ୍ରାଣ୍ଡ୍ ପ୍ରତ୍ୟେକ ଗ୍ରାହକଙ୍କ ଆବଶ୍ୟକତା ପୂରଣ ନିମନ୍ତେ ରହିଛି । 

 

ଟ୍ରେଣ୍ଡ୍‌ସ୍ ମାଲିକାନାରେ ଥିବା ବ୍ରାଣ୍ଡ୍‌ଗୁଡିକ ମଧ୍ୟରେ ରହିଛି, ଆଭାସା- ଭାରତୀୟ ମହିଳା ପୋଷାକ ବର୍ଗ ଯେଉଁଥିରେ ସାଲୱାର କର୍ତା ସେଟ୍, ଚୁଡିଦାର ସେଟ୍‌ର ସୁନ୍ଦରତମ ସମ୍ଭାର ରହିଛି ଏବଂ ତାହାସହିତ ଦ୍ରୁତ ପରିବର୍ତନଶୀଳ ମିକ୍ସ-ଏନ୍‌-ମ୍ୟାଚ୍ ବର୍ଗର ପୋଷାକ ବର୍ଗ, ରିଓ- ଯୁବତୀମାନଙ୍କ ପାଇଁ ଆକର୍ଷଣୀୟ ଡିଜାଇନର ଦମ୍‌ଦାର ବର୍ଗ, ଏଫଆଇଜି- ସୁନ୍ଦରତାକୁ ପସନ୍ଦ କରୁଥିବା, ସ୍ୱାଧୀନ ଏବଂ କାର୍ଯ୍ୟରତ ମହିଳାଙ୍କ ପାଇଁ ଫାଶନ ୱିୟର, ଫ୍ୟୁଜନ- ମହିଳାଙ୍କ ପାଇଁ ଫ୍ୟୁଜନ ୱିୟର୍‌ର ଏକ ବର୍ଗ ଯେଉଁଥିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଷ୍ଟାଇଲ ଓ ଆରାମର ସଠିକ ସମ୍ମିଶ୍ରଣ ଘଟିଛି, ନେଟ୍‌ୱର୍କ- ବର୍ଗରେ ଫର୍ମାଲ ଅଫିସ ପୋଷାକ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ରହିଛି, ନେଟ୍‌ପ୍ଲେ- ଏହି ବର୍ଗରେ ପରିବର୍ତିତ କାର୍ଯ୍ୟସ୍ଥଳ ପାଇଁ ଏକ ସ୍ମାର୍ଟ କାଜୁଆଲ୍ ପୋଷାକ ସମ୍ଭାର ସ୍ଥାନପାଇଛି, ଡିଏନ୍‌ଏମଏକ୍ସ- ଏହା ଭାରତର ଯୁବବର୍ଗଙ୍କ ବର୍ଗ, ଯାହା ସେମାନଙ୍କ ପାଇଁ ଡେନିମ୍, ଟି ସାର୍ଟ ଆଦି ଭଳି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଫାଶନ ପୋଷାକ ଉପଲବ୍ଧ କରାଉଛି ଏବଂ ପରଫରମାକ୍ସ- ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଆକ୍ଟିଭ ୱିୟର ବ୍ରାଣ୍ଡ୍ ଯାହା କ୍ରୀଡା କ୍ଷେତ୍ରରେ ପ୍ରଦର୍ଶନକୁ ସମର୍ଥନ କରୁଛି ।

 

 

 

powered by social2s

ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍‌ର ନୂଆ ଅଲ୍‌-ଇନ୍‌-ୱାନ୍ ପ୍ଲାନ୍‌ର ଶୁୂଭାରମ୍ଭ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
30 May 2022

ଭୁବନେଶ୍ୱର: ଭାରତର ପ୍ରିମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା, ଏୟାରଟେଲ ପକ୍ଷରୁ କନେକ୍ଟେଡ୍ ହୋମ୍‌ଗୁଡିକର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମିତ ୩ଟି ନୂଆ ଅଲ୍ ଇନ୍ ୱାନ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ପ୍ଲାନ୍‌ଗୁଡିକ ସମଗ୍ର ପରିବାରର ବିକଶିତ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବା ଦୃଷ୍ଟିରୁ ପ୍ରଥମ ଧରଣର ଯୋଜନା ଅଟେ ଏବଂ ଏହା ଅନେକ ସୁବିଧାଗୁଡିକ ସହ ଆସୁଛି । ୧୭ଟି ପ୍ରିମିୟମ ଓଟିଟି ପାଇଁ ସବ୍‌ସ୍କ୍ରିପ୍‌ଶନ ଅନ୍‌ଲିମିଟେଡ୍ ଡାଟା ସହ ଆସୁଛି । ଏଥିରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି+ହଟ୍‌ଷ୍ଟାର ଓ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ (ସୋନିଲାଇଭ୍‌, ଲାୟନ୍‌ସଗେଟ୍‌, ହୋଇଚୋଇ ଓ ଅନ୍ୟ ୧୧ଟି ଓଟିଟି) ଆଦି ସାମିଲ ରହିଛି । ୩୫୦+ ଟିଭି ଚ୍ୟାନେଲଗୁଡିକୁ ଲିନିୟର ଟିଭିର ସର୍ବୋତମତାକୁ କଭର କରୁଛନ୍ତି । ଏୟାରଟେଲ୍ ୪କେ ଏକ୍ସଟ୍ରିମ୍ ଟିଭି ବକ୍ସ ଆପଣଙ୍କୁ ଏକ ସିଙ୍ଗଲ ଡିଭାଇସ୍ ଓ ସିଙ୍ଗଲ୍ ରିମୋଟ୍‌ରେ ଓଟିଟି ଓ ଲିନିୟର ଟିଭି କଂଟେଂଟ୍ ଉପଭୋଗ କରିବାକୁ ଅନୁମତି ଦେଉଛି । ଏହାର ପ୍ରଥମ ମାସ ଦେୟମୁକ୍ତ ହୋଇଥିବାବେଳେ ଏଥିପାଇଁ କୌଣସି ଇନଷ୍ଟଲେସନ ମୂଲ୍ୟ ଦେବାକୁ ପଡ଼ିନଥାଏ । ଏହା ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ହୋମ୍‌ସ ବିଭାଗର ସିଇଓ ବୀର ଇନ୍ଦର ନାଥ କହିଛନ୍ତି, ଆମର ନୂଆ ପ୍ଲାନ୍‌ଗୁଡିକୁ ଭାରତର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମାଣ କରାଯାଇଛି । ଏହି ବଣ୍ଡଲ ଅଫର୍‌ଗୁଡିକ ମାଧ୍ୟମରେ ଆମେ ଆମର ବୁଦ୍ଧିମାନ ଗ୍ରାହକଙ୍କୁ ଉନ୍ନତ ମୂଲ୍ୟ, ସୁବିଧା ପ୍ରଦାନ କରିବାକୁ ଏବଂ ଏକ ବହୁମୂଖୀ ଡିଜିଟାଲ ଅଭିଜ୍ଞତାକୁ ଅନ୍‌ଲକ୍ କରିବାକୁ ଯୋଜନା ରଖିଛୁ ।’

powered by social2s

First-ever BMWi4 launched in India

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
27 May 2022

Gurugram(27/05/2022): The first-ever BMW i4 has been launched in India. With this launch, BMW Group is the first car manufacturer to offer the most extensive portfolio of electric cars in India. Electrifying: The BMW i4 is BMW’s first purely electric model focused squarely on driving dynamics. It is the ultimate electric driving machine that represents the essence of NEXTGen Joy, the BMW attitude. The BMW i4 combines sporting prowess with a range that also convinces for long journeys with comfort, spaciousness and practical appeal. The BMW i4 can be booked online at shop.bmw.in. Deliveries will start by the beginning of July 2022. Vikram Pawah, President, BMW Group India said, “With the launch of the BMW i4, I am excited to introduce the first electric mid-size sedan in the country. BMW i4 effortlessly combines sheer driving pleasure with sustainability as never experienced before. Thanks to its unique combination of BMW eDrive technology, extremely slim and high-voltage lithium-ion battery, rear wheel drive and advanced suspension kinematics, the BMW i4 gets an outstanding sporty feel. It is India’s longest range electric vehicle. Absolute luxury with class leading ambience, generous space, and rear axle air suspension ensures maximum comfort even for longer trips. Excitingly dynamic, comfortable and powerful in equal measure, the BMW i4 provides a truly electrifying experience that exceeds all expectations – every day, every trip. BMW Group today offers the most extensive and diverse portfolio of electric cars for Indian customers”. The first-ever BMW i4 has been launched at an introductory ex- showroom price of BMW i4 eDrive40 Sport INR 69,90,000. Price prevailing at the time of invoicing will be applicable. Ex-showroom prices inclusive of GST (incl. compensation cess) as applicable but exclude Road Tax, Tax Collected at Source (TCS), RTO statutory taxes/fees, other local tax cess levies and insurance. Price and options are subject to change without prior notice. For further information, please contact the local authorized BMW Dealer. The electric sedan is available in exciting metallic paintworks - Mineral White, Black Sapphire and Skyscraper Grey. Perforated Sensatec upholstery comes in Canberra Beige and Cognac color schemes. The optional M Aerodynamic Kit with embellishments such as M aerodynamic bumpers, exclusive 18 or 19-inch M light aerodynamic alloy wheels and M elements in high-gloss black enhance the dynamic and sporty character. The first-ever BMW i4 comes with standard two-year warranty for unlimited kilometres. Repair Inclusive can extend warranty benefits from third year of operation to maximum fifth year without any mileage limitation. The batteries are covered by a warranty valid for eight years or up to 160,000 kilometres. BMW India Financial Services is offering a complete package for loan, insurance and vehicle services especially designed for the first-ever BMW i4. Benefits include flexible and customized ownership plans like BMW 360° which give assured buyback value up to 4 years. 100% financing of accessories is also available including additional BMW Wallbox charger. The insurance delivers maximum protection with additional options such as zero depreciation, battery cover and return to invoice. Complimentary 5-year Road-Side Assistance provides complete peace of mind while on the move with facilities like portable roadside charging. Customers will also enjoy attractive offers to trade-in / upgrade to a new BMW. The BMW i4 flawlessly showcases the trailblazing union of dynamism and sustainability in a pure electric form. It has a look that will set your pulse racing. The first-ever BMW i4 wears its innovative character on its sleeve like the sporty extrovert it is. The car’s futuristic exterior design combines athletic aesthetics with a clear surface language and progressive precision. It is the most aerodynamic electric vehicle in its class. The front is characterized by expansive closed surfaces and precise lines. The Grey inlay in the front apron and vertical side openings emphasizes the functional, modern character of the vehicle. The absolute highlights are concise reinterpretation of radiator grille and the blue ring around BMW badge. Flat, strikingly contoured headlights and Frozen Grey accents in richly detailed, slender form add to the emotional flair. Thrillingly progressive, the side view is characterised by a long wheelbase, doors with frameless windows, fluid lines of the roof and short overhangs. Expansive, gently modelled surfaces with precise character lines create a modern impression that exudes elegance of a true BMW. The rear showcases a sharp vertical rear spoiler and recessed surfaces that strengthen the sporty and wide effect. The concise L-shaped rear LED lights with slender contours and horizontal lines, highlight how the BMW i4 hugs the road. Lightweight aerodynamic wheels contribute to enhance driving range. Air Suspension on the rear axle with automatic self-levelling function ensures maximum comfort and enhances stability on sharp turns. Open, luxurious and fascinating, the interior brings a driver-focused cockpit and an ambience with generous space. The BMW Curved Display adds a high-quality, modern touch to the cockpit. The interplay of high-quality materials, a multimodal, intuitive operating concept, with sport seats and sport steering wheel, separated areas for the driver and front passenger and acoustic glazing create an atmosphere that is delightful for long journeys as it is during short drives. The sport seat gives an especially elegant boost with high-quality decorative stitching. Up to three passengers can enjoy the back seat with generous head and leg room. Ambient Lighting with six selectable light designs creates an atmosphere for every mood. Three-zone automatic climate control with nanofiber filter optimizes air quality. The large tailgate with automatic opening function makes loading and unloading from the 470-litre luggage compartment particularly convenient. In addition, the functional rear bench seat folds down with 40/20/40 split to provide maximum storage space and increase boot capacity up to 1290 litres. Rear wheel drive, 50/50 weight distribution and a low center of gravity add superlative balance, responsiveness and deliver outstanding traction and directional stability in extremely dynamic driving manoeuvres. Fifth generation BMW eDrive technology features a highly integrated drive unit within a single housing that is powered by an electric motor, single-speed transmission and power electronics. The i4 instantly accelerates from 0 to 100 kms/hr in 5.7 seconds with an output of 340 hp. Making its debut, the extremely slim (110 mm) and high-voltage lithium-ion battery integrated in the floor has a capacity of 80.7 kWh providing a range of up to 590 kms. The BMW i4 has longest range than any other electric vehicle in India. The first-ever BMW i4 ensures fast and hassle-free charging. Charging time is: 205 kW DC Charger: 10%-80% in 31 min / 164 kms added range in 10 min. 50 kW DC Charger:10%-80% in 83 min / 100 kms added range in 18 min 11 kW AC Charger: 0%-100% in about 8.25 hrs Best-in-class charging capacity. As an introductory offer, the BMW i4 will come with a complimentary BMW Wallbox charger with installation. It can be integrated at home to enable safe and convenient charging up to 11kW. BMW Group India aims to build one of the best charging networks in luxury segment with fast chargers at BMW dealer network in 34 cities across India. BMW dealer network across India welcomes owners of electric vehicles of all brands for fast and convenient charging at nominal rates. A host of BMW ConnectedDrive technologies continue to break the innovation barrier. BMW Live Cockpit Professional includes the freestanding BMW Curved Display with its connection between a 12.3-inch digital information display behind the steering wheel and a 14.9-inch Control Display with Navigation. The new generation iDrive display and control / operation system with new BMW Operating System 8 extends the interaction between driver and vehicle. Occupants can operate a number of functions simply by speaking to their BMW Virtual Assistant. The smartphone holder integrated into the centre console allows inductive, Wireless Charging. Wireless Apple CarPlay® / Android Auto ensure seamless smartphone connection with the car to access several functions. Harman Kardon Surround Sound System with 17 speakers conjures an engrossing treat for the ears. Parking Assistant with reverse camera makes parking in tight spots easier. The Reversing Assistant provides unmatched support in reversing out of a parking spot or narrow driveways. It records the last 50 metres driven and assists by taking over the steering. Sustainability is in the DNA of BMW long before Sheer Driving Pleasure begins. BMW principle of Circular Economy - ‘RE:THINK, RE:DUCE, RE:USE, RE:CYCLE’ cuts down use of primary raw materials and increases secondary materials. Reduction of carbon footprint is achieved throughout the value chain and at all stages of lifecycle by making comprehensive use of natural and recyclable materials and production with 100% green electricity. Even when the battery has reached the end of its useful life after many years, it is not the end by any means. In their second life, the battery cells on an average can be used for another ten years as an energy store. After the battery cells are shredded, raw materials can be completely recycled. The lifecycle is then complete and ready to begin again.

powered by social2s

Business Agility – Its Core Aspects, Importance and How to Achieve it

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
31 May 2022

 

 

Bhubaneswar(31/05/2022/ Vikas Bhonsle, CEO, Crayon Software Experts India): IT technology is rapidly evolving, and so are the organizations, who are dependent on it. Digitization has enabled today’s businesses to go global, and at the same time, it has forced them to stay dynamic and be ready to adapt to any changes at any given point of time. To survive and flourish in these fast-paced times, companies must embrace the philosophy of business agility in their day-to-day processes.

 

To understand what is business agility, here is a definition given by Business Agility Institute: "Business agility is a set of organizational capabilities, behaviours, and ways of working that affords the business the freedom, flexibility, and resilience to achieve its purpose. No matter what the future brings."

 

Business agility concept advocates accelerating the core business processes and improving time-to-value. Agility may translate as purely increasing operational pace, but it is not all about that.

 

Following are the key aspects that equally contribute to the goal of achieving business agility:

  • Adaptability: It is the qualities of any process design that can be revised, changed, and include new strategies on the go. It is the opposite of a rigid structure or strategy that can adhere to new and sudden changes and may risk becoming obsolete. Business strategies must correlate with fast-changing requirements and be ready to go through multiple renovations and reinventions.
  • Customer-Centricity: There is a common factor visible in all agile businesses - they are all about the customers. Agile businesses understand that their customer success rate will define their business success. Business agility also conveys responsiveness to constantly emerging challenges and ever-changing circumstances, especially customer satisfaction management.
  • Cross-functional collaboration: Agile workplaces will naturally require a cross-functional collaborative workspace, where ideas from cross teams and departments come together, propagating innovation, and bringing fresh perspectives to achieve shared goals. To achieve business agility, closer collaborative ties must be forged within the organisation. At times, it is difficult to conclude within a team, imagine how difficult it can be to establish cross-functional collaboration? But that is one challenge organisations must work out to achieve agility.

 

How Business Agility Helps

Businesses are meant to help customers, and customer-centricity is a core value in the business agility philosophy. Customer-centricity ensures that no business efforts ever go in vain and should be applied to the right direction: towards greater customer satisfaction and business value.

 

Agile processes bring greater flexibility and adaptability, so organisations will no longer be stuck with bottlenecks. With the guidance of the most recent data, they can change course wherever required, increasing precision and time. Agile processes also remove internal barriers within organisations and create a cross-functional team that enables companies to achieve unprecedented productivity boosts. Also, to achieve a more agile business process, all communication barriers must be removed, so that collaboration can take place seamlessly.

 

Below are some actionable business agility tips that organisations can apply:

  • Communicate why business agility matters: People, in general, are resistant to any change. To bring business agility will require adapting to certain changes. Bringing this change in behaviour and processes in an organisation can be difficult, as there will be a prevalent lack of understanding and the natural tendency to resist change. This can be overcome with a clear communication process, explaining to the team why agility is important for the business and how it will benefit both the workers and the business in spelling success.
  • Encouraging collaboration in cross-functional teams: Agility requires continuous learning and collaboration in teams. Agile teams work cross-functionally, where members from all levels of an organisation are given equal collaboration equity to provide a 360 degree vision towards the end goal. Team members must be encouraged to get involved with an agile mindset, share ideas and increase engagement.
  • Ensure fast decision making and resource allocation: Fast-decision making is a core characteristic of an agile approach. However, many times, processes inside organisations are very rigid or require approval at multiple levels, which discourages fast-decision making or its implementation. Organisations must revise and review their workflow and eliminate any process that breeds lengthy approval cycles or complex procedures and protocols. The cost part of propelling any decision towards agility adoption must also be calculated.
  • Invest in technological advancement: Rome was not built in a day. Changing the existing infrastructure of any organisation cannot happen in a flash. It takes time, money, and strategy to implement and modify any process, even to bring business agility. Firstly, all existing bottlenecks in the organisation must be underscored, and strategies to eliminate those must be devised with the help of new generation technologies. Today, data is driving business agility and is the best tool around. Leveraging business intelligence (BI) and data analytics will give insights that will help in advancing the business agility strategy forward.
  • Choose a reliable partner: An external partner can come in handy in getting a fresh and alternative perspective in facilitating business agility adoption for an organisation. They can come with a bird-eye view of the organisation without any inherent biases that may occur to someone already inside the organisation. Again, it may require additional expertise in processes and technology to implement business agility, which the organisation may require to outsource. A business agility partner with reliable digital transformation expertise can guide an organisation throughout.

 

Agility is critical to any business that wants to thrive in today’s high-paced technology-dominated age. The foundation of digitization itself is agility and constant transformation. This impacts all aspects of businesses today, be it market, customer requirements, speed of delivery, supply chain, internal communication, and adaptability to change. Businesses will no longer afford to be complacent and static with their approach to all these aspects. Hence, agility must become the backbone of today’s organisations.

 

It takes time and effort to make any new change permanent. While incorporating agility, organisations must ensure to their team members that business agility is the best approach. The internal feedback and communication should also be seamless, and it should go both ways. There should be no impossible deadlines or pressure to achieve agility. It should be tried and tested until a suitable outcome is achieved.

 

 

 

 

powered by social2s

ଜନସନ ଆଣ୍ଡ ଜନସନ ଭିଜନର ନୂତନ ଅଭିଯାନ

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
27 May 2022

ଭୁବନେଶ୍ୱର: ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଏକ ବିଭାଗ, ଜନସନ ଆଣ୍ଡ ଜନସନ ଭିଜନ ଇଣ୍ଡିଆ ପକ୍ଷରୁ ସମ୍ପ୍ରତି ଏହାର ଅତ୍ୟାଧୁନିକ ଅଭିଯାନ “ଦେଖତେ ରେହ ଯାଓଗେ”ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ବାସ୍ତବରେ ଭିନ୍ନ କାରଣ ଏଥିରେ ପ୍ରକୃତରେ ଆକ୍ୟୁଭ ଲେନ୍ସର ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି । ଏଥିରେ ସେମାନେ ନୂତନ ଆହ୍ୱାନରଗୁଡ଼ିକୁ କିଭଳି ନିର୍ଭିକ ଭାବେ ଗ୍ରହଣ କରୁଛନ୍ତି ଏବଂ ନିଜର ଦୃଷ୍ଟିଶକ୍ତିକୁ ଏକ ନୂତନ ପରିଚୟରେ ପରିଣତ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଫିଲ୍ମରେ ପୁରାତନ ଆଇକୋନିକ ଗୀତ ଇନ ଆଖୋଁ କି ମସ୍ତିକୁ ନୂତନ ଢଙ୍ଗରେ ଉପସ୍ଥାପନା କରାଯାଇଛି । ଆକ୍ୟୁଭ କଂଟାକ୍ଟ ଲେନ୍ସ ସ୍ୱଚ୍ଛ ଦୃଷ୍ଟି ସହିତ ଆରାମ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିଥାଏ । ଏହି ପିରପ୍ରେକ୍ଷୀରେ ଜନସନ ଆଣ୍ଡ ଜନସନ ଭିଜନ, ଭିଜନ କେୟାର ଇଣ୍ଡିଆ, ବିଜନେସ ୟୁନିଟ ଡିରେକ୍ଟର, ଟିନି ସେନଗୁପ୍ତା କହିଛନ୍ତି ଯେ, “ଜନସନ ଆଣ୍ଡ ଜନସନ ଭିଜନ ମାଧ୍ୟମରେ ଭାରତୀୟ ଯୁବ ପିଢିଙ୍କୁ କଂଟାକ୍ଟ ଲେନ୍ସ ମାଧ୍ୟମରେ ଦୁନିଆ ଦେଖିବାର ସୁଯୋଗ ପ୍ରଦାନ କରୁଛି । ଆକ୍ୟୁଭ ସମଗ୍ର ବିଶ୍ୱରେ କଂଟାକ୍ଟ ଲେନ୍ସ ମଧ୍ୟରେ ଶ୍ରେଷ୍ଠ ବିକ୍ରି ହେଉଥିବା ବ୍ରାଣ୍ଡ ଅଟେ । ଭାରତରେ କଂଟାକ୍ଟ ଲେନ୍ସର ପ୍ରଚଳନ କମ ଥିବା ବେଳେ ଆମ୍ଭେମାନେ ଆକ୍ୟୁଭ ମାଧ୍ୟମରେ ଲୋକମାନଙ୍କୁ ସେହି ଆରାମ ଏବଂ ସହଜତା ପ୍ରଦାନ କରିବା ପାଇଁ ପ୍ରୟାସ କରୁଛୁ ।” ନିୟମିତଭାବେ ଚକ୍ଷୁ ପରୀକ୍ଷା ସମ୍ପର୍କରେ ଜନସନ ଆଣ୍ଡ ଜନସନ ଭିଜନ, ଭିଜନ କେୟାର ଇଣ୍ଡିଆ, ଅପ୍ଟୋମେଟ୍ରିକ୍ସ ଆଣ୍ଡ କନସଲଟାଂଟଣ୍ଟପ୍ରଫେସନାଲ ଏଜୁକେସନ ଆଣ୍ଡ ଡେଭଲପମେଂଟ, ଶ୍ରୀ ଅଶୋକ ପାଣ୍ଡିୟାନ କହିଛନ୍ତି ଯେ, “ସୁସ୍ଥ ଚକ୍ଷୁ ପାଇଁ ନିୟମିତ ଚକ୍ଷୁ ପରୀକ୍ଷା ନିତ୍ୟାନ୍ତ ଆବଶ୍ୟକ । ସ୍ୱତନ୍ତ୍ରଭାବେ ୱାର୍କ ଫ୍ରମ ହୋମ ଏବଂ ସ୍କ୍ରିନ ଟାଇମିଂ ବଢିଥବାରୁ ନିୟମିତ ଚକ୍ଷୁ ପରୀକ୍ଷା କରିବା ଉଚିତ । କଂଟାକ୍ଟ ଲେନ୍ସ ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଲୁକ ଏବଂ ଆତ୍ମ ବିଶ୍ୱାସ ମଧ୍ୟ ବଢାଇଥାଏ । ଆପଣ କଂଟାକ୍ଟ ଲେନ୍ସ ବ୍ୟବାହର କରିବାକୁ ଚାହୁଁଥିଲେ ସର୍ବଦା ଏକ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ କଂଟାକ୍ଟ ଲେନ୍ସ ବ୍ୟବହାର କରିପାରିବେ ।”

powered by social2s

These five must-read books will help to achieve a Milestone in your career road

Details
Odia Ray Admin
ବାଣିଜ୍ୟ /ବ୍ୟବସାୟ
26 May 2022

 

 

Bhubaneswar(26/05/2022): Are you afraid of failures or are you feeling tired of putting efforts in something and not getting a fruitful result out of it?So don’t be depressed becausesuccess seems elusive or hard toachieve sometimes but it doesn’t mean that you can’t achieve the goal. People who achieve the most in life are keen on self-improvement, which is why they're also often voracious readers. So do check out these 5 motivational books to help you succeed in any endeavor.

 

 

  1. Milestones to success by Acharya Prashant

 

The book vividly talks of how understanding of 'your' real aim will bring you to peace even during the race. The author jovially remarks on how playing hard and not working hard will be a more sensible way of moving towards a goal. The book has very simple answers to the most intricate and complex questions that arise in the mind of every student and working professional, giving clarity on success, a topic that haunts them perpetually.

 

 

 

  1. Stillness Is The Key by Ryan Holiday

 

The book talks about the importance of inner peace, discussing the ability to be focused, steady and calm. It urges for a productive career with stillness.  Stillness is the Key offers a simple but inspiring antidote to stress. The stillness that we all seek is the path to meaning, contentment, and excellence in a world that needs more of it than ever.

 

 

 

 

  1. The Five Steps to Success by Yandamoori Veerendranath

The book talks about the 5 steps to success and motivates the readers to fight with the chaos in the daily course of life. Yandamoori's masterpiece, first published in Telugu, emphasizes personal victory as the foundation upon which the rest is built. It's because we have the ability to attain whatever goal we set for ourselves.

 

 

  1. The 7 Habits of Highly Effective Peopleby Stephen R. Covey

This book concentrates on how habits are developed and what types of habits are needed to be highly productive. The author believes that habits are the results of repeated actions and a certain level of commitment.  It aims at providing its readers with the importance of character ethics and personality ethics. The author talks about the values of integrity, courage, a sense of justice and most importantly, honesty. The book is about the seven most important habits that everyone should develop in order to live a more fulfilling life.

 

 

  1. The Power of Your Subconscious Mind by Dr. Joseph Murphy

 

 

This book helps a person to realize how powerful our subconscious mind is and how one can utilize its full potential. The author fuses his spiritual wisdom and scientific research to bring to light how the subconscious mind can be a major influence on our daily lives. Once you understand your subconscious mind, you can also control or get rid of the various phobias that you may have in turn opening a brand new world of positive energy

 

 

 

 

 

powered by social2s

More Articles ...

  1. ArcelorMittal launches XCarb™ Accelerator Programme to support breakthrough technology start-ups and drive decarbonisation
  2. For the first time in India, Genes2Me launches a range of path breaking & revolutionary NGS based clinical panels
  3. Binnayak Jewellers opens new diamond showroom in Bhubaneswar
Page 2073 of 2253
  • Start
  • Prev
  • 2068
  • 2069
  • 2070
  • 2071
  • 2072
  • 2073
  • 2074
  • 2075
  • 2076
  • 2077
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.