Warning: getimagesize(/home/odiaray/public_html/images/BeautyPlus_20211023203142980_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଚାଲେଞ୍ଜେର ଟ୍ରଫି ରେ ସହିଦ ସ୍ପୋର୍ଟିଂ ର ସଦସ୍ୟ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବି ସି ସି ଆଇ ଦ୍ୱାର ପରିଚାଳିତ ଅଂଣ୍ଡର 19 ଚାଲେଞ୍ଜର ଟ୍ରଫି ପାଇଁ ଓଡ଼ିଶାର ସୁଶୀଲ କୁମାର ବାରିକ ଙ୍କୁ ସ୍ଥାନ ମିଳିଛି। ସୁଶୀଲ କୁମାର ଭୁବନେଶ୍ୱରର ନାମୀ କ୍ଲବ ସହିଦ ସ୍ପୋର୍ଟିଂ ର ସଦସ୍ୟ। ସୁଶୀଲ କୁମାର ଜଣେ ବାମହାତୀ ସ୍ପିନର ଓ ଉପଯୋଗୀ ବ୍ୟାଟ୍ସମ୍ୟାନ। ଓଡ଼ିଶାର ପୂର୍ବତନ ରଂଜି କୋଚ ରଶ୍ମି ରଞ୍ଜନ ପରିଡ଼ା ଙ୍କ ପ୍ରତେକ୍ଷ ତତ୍ୱବିଧାନ ରେ ସୁଶୀଲ କୁମାର ନିଜର ଖେଳ କୁ ଶାଣିତ କରିପାରିଛନ୍ତି। ଚାଲେଞ୍ଜର ଟ୍ରଫିରେ ତାଙ୍କୁ ସୁଯୋଗ ମିଳିଥିବାରୁ ସହିଦ ସ୍ପୋର୍ଟିଂ ରେ ଖୁସିର ଲହରୀ ଖେଳି ଯାଇଛି। ସହିଦ ସ୍ପୋର୍ଟିଂ ର ସମସ୍ତ ବରିଷ୍ଠ ସଦସ୍ୟ ଏବଂ ପୂର୍ବତନ ଖେଳାଳି ତାଙ୍କର ସଫଳତା କାମନା କରିଛନ୍ତି।ଆଜି ସନ୍ଧ୍ୟରେ କ୍ଲବ ର ବରିଷ୍ଟ ସଦସ୍ୟ ପ୍ରଦୋଷ ପଟନାୟକ, ସମ୍ପାଦକ ପଙ୍କଜ ପଟନାୟକ ଏବଂ କୋଷଧକ୍ୟ ନିକୁଞ୍ଜ ମହାନ୍ତି ଙ୍କ ଉପସ୍ଥିତିରେ ସୁଶୀଲ କୁମାରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

powered by social2s