ଭୁବନେଶ୍ୱର: ଆଜି ତା ୧୮.୧୨.୨୦ ୱିନର୍ସ କ୍ଲବ ସହିଦନଗର ପରିସରରେ ଏକ ଭଲୀବଲ ଟୁର୍ଣ୍ଣାମେଣ୍ଟ ୪ ଟି ଟିମ୍ ନୀଳ, ସବୁଜ, ମେରୁନ ଓ ଆକାଶୀ ର ଭିତରେ ହୋଇଥିଲା।
ମ୍ୟାଚ୍ ଗୁଡ଼ିକ ମଧ୍ୟ ରୋମାଞ୍ଚକର ହୋଇଥିଲା।
ଆଜିର କାର୍ଯ୍ୟକ୍ରମ ରେ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ ଆରମ୍ଭ କରିଥିଲେ।
ଉମାନାଥ ମିଶ୍ର, ଲଲିତ ମୋହନ ପଣ୍ଡା, ମନୋଜ ରାଉଳ, ସରୋଜ ପାତ୍ର, ମଳୟ ରଞ୍ଜନ ମହାପାତ୍ର, ସନ୍ତୋଷ ରାଓ, ସୁନିଲ ତାଡ଼, ସୋନୁ ସାହୁ, ଶ୍ରୀନିବାସ ରାଓ, ରାହୁଲ ପଲେଇ ଓ କ୍ଲବ ର ବହୁ ସଦସ୍ୟ ଯୋଗଦେବା ସହିତ ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ।
ଆସନ୍ତା କାଲି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯିବ।
powered by social2s

