ଭୁବନେଶ୍ୱର: ବୁଧବାର (୩୧.୧.୨୧) ଦିନ ସହିଦ ସ୍ପୋଟିଙ୍ଗ୍ ପଡ଼ିଆ ଶହୀଦନଗର ଠାରେ ଉଇନର ଆସୋସିଏସନ, ଶହୀଦନଗର ଆନୁକୁଲ୍ୟରେ ଦୁଇ ଦିନ ଧରି ମା ବିର୍ସା କ୍ଲବ, ମା ସନ୍ତୋଷ ୟୁଥ୍ କ୍ଳବ୍, ରୟାଲ କ୍ଲବ ଓ ଗ୍ୟାରେଜ ଆସୋସିଏସନ୍ ତରଫରୁ ଟିମ ଇ.ଲ.ଫ, ଟିମ ଭଲବୋ ଲାଇନ, ଗୁ ଟିମ ଭିଡଲ, ଟିମ ଏସକର୍ଟ, ୪ ଗୋଟି ଦଳ ଗଢା ହୋଇ ଟେନିସ ବଲ କ୍ରିକେଟ ପ୍ରୀମୀଅର ଲିଗ କରାଯାଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଭଲବୋ ଲାଇନ ରନରସଅପ ଓ ଟିମ ଭିଡଲ ଚମ୍ପିୟାନ ହୋଇଥିଲେ ।
ପ୍ରତେକ୍ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ।
କାର୍ଯ୍ୟକ୍ରମରେ, ଆକାଶ ନାୟକ, ଶ୍ରୀ ନାରାୟଣ ମହାପାତ୍ର, ସୌର୍ଯ୍ୟରଞ୍ଜନ ପରିଜା, ଉମାନାଥ ମିଶ୍ର, ରୁଦ୍ରନାରାୟଣ ସାମନ୍ତରାୟ, ପଙ୍କଜ ପଟ୍ଟନାୟକ, ଶାଶ୍ଵତୀ ମିଶ୍ର, ସରୋଜ ପାତ୍ର, ଶ୍ରୀନିବାସ ରାଓ, ପୂତୁଲ୍ ଭାଇ, ଭବାନି ଜେନା, ଜ୍ଞାନ ଗୌତମ ମହାପାତ୍ର, ଲାଲା ରାୟ, ଚନ୍ଦନ ନାୟକ, ସୁନିଲ କୁମାର ତାଡ଼, ପିଣ୍ଟୁ ନାୟକ, ଗଣେଶ ରାଓ, ସୁନିଲ ସାହୁ, ହରିଶ ହାଂସଦା ଓ ମୂନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଭୁବନେଶ୍ୱର ସହିଦ ସ୍ପୋଟିଙ୍ଗ୍ ପଡ଼ିଆରେ ଟେନିସ ବଲ କ୍ରିକେଟ ପ୍ରୀମୀଅର ଲିଗ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s