ଓଲଟିଲା ବରଯାତ୍ରୀ ଟ୍ରକ; ୨ ମୃତ,ଅନେକ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମୋହନା-ଆଜି ସକାଳେ ଗଜପତି ଜିଲ୍ଲା  ଆର-ଉଦୟଗିରି ଥାନା ଅନ୍ତର୍ଗତ କଙ୍କଡ଼ାଗୁଡା ଅଂଚଳରେ ଏକ ଟ୍ରକ ରେ ଆନୁମାନିକ ୩୦ ରୁ ଉର୍ଧ ବରଯାତ୍ରୀ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

 

ଦୁର୍ଘଟଣାରେ ୨ଜଣଙ୍କ ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ଘଟିଥିବା ସମୟରେ ଅନେକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

 

ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆର ଉଦୟଗିରି ହସ୍ପିଟାଲରେ ଭର୍ତି କରିଥିବା ସୂଚନା ମିଳିଛି।

   

 

powered by social2s