ପୁରୀ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। ପୁରୀ ଜିଲ୍ଲା ସାତପଡ଼ାରୁ ଚିଲିକା ଦେଇ ଜହ୍ନିକୁଦା ଯାଉଥିଲା ଡଙ୍ଗା। ଡଙ୍ଗାରେ ୨୫ ରୁ ଅଧିକ ଜଣ ଯାତ୍ରୀ ଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଥିବା ସୂଚନା ମିଳିଛି।
powered by social2s