ଅଟୋ-ରିକ୍ସା ବ୍ରିଜରୁ ଖସିପଡିବାରୁ ୨ ଜଣଙ୍କର ମୃତ୍ୟୁ, ୧୨ ଜଣ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବରଗଡ: ବୁଧବାର ଦିନ ବରଗଡ ଜିଲ୍ଲାର ବିଜୁପୁର ପୋଲିସ ସୀମା ଅନ୍ତର୍ଗତ ସାରନାପାଲି ବ୍ରିଜରୁ ଅଟୋ-ରିକ୍ସା ଖସିଯିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୨ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେମାନେ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ବରଗଡରୁ ବିଜପୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

powered by social2s