![]()
ଭୁବନେଶ୍ୱର: ରାଜ୍ୟର ୮ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରେକଡ କରାଯାଇଥିବା ସୂଚନା। ଗତ ୨୪ ଘଣ୍ଟା ରେ ଭୁବନେଶ୍ୱରର ତାପମାତ୍ରା ୩୫.୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକ ତାପମାତ୍ରା ୩୪.୨ ଡିଗ୍ରୀ ସେଲସିୟସ ରହିଛି।
ସେହିପରି ସୋନପୁର ୩୫.୨ ଡିଗ୍ରୀ, ଅନୁଗୁଳ ୩୫.୧ ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ ୩୪.୫ ଡିଗ୍ରୀ, ତାଳଚେର ୩୪.୩ ଡିଗ୍ରୀ ଓ ସମ୍ବଲପୁର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି।
powered by social2s

