ଆଜିଠୁ ଓଡିଶା ବିଧାନସଭା ବଜେଟ ଅଧିବେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। 

ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଫେବୃୟାରୀ ୨୭ ଯାଏ ଚାଲିବ ଅଧିବେଶନର ପ୍ରଥମ ପର୍ଯ୍ୟାୟ। 

ଦ୍ୱିତୀୟ ପର୍ଯ୍ୟାୟର ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରିଲ ୯ ଯାଏ ଚାଲିବ। 

ଫେବୃଆରୀ ୨୨ରେ ଉପସ୍ଥାପନ ହେବ ୨୦୨୧-୨୨ର ରାଜ୍ୟ ବଜେଟ ଅଧିବେଶନ। 

ଏଥର ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ।

 

powered by social2s