ଭୁବନେଶ୍ୱରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 
ଭୁବନେଶ୍ୱର: ଭୁବନେଶ୍ୱରର ଏଜି ଛକ ସନ୍ନିକଟ ଜୟଦେବ ଭବନ ସମ୍ମୁଖରେ ଜୈନକ ମହିଳା ନିଜ ପୁଅ ହତ୍ୟା ମାମଲା ପୋଲିସ ଚାପି ଦେବା ପ୍ରତିବାଦରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲା ବେଳେ ଉପସ୍ଥିତ ପୋଲିସ ତାଙ୍କୁ କାବୁ କରି ନିଜ ହେପାଯତକୁ ନେଇଥିବା ସୂଚନା ମିଳିଛି।
 
ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।
 
ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ର ମୃତ୍ୟୁକୁ ନେଇ କୁଜଙ୍ଗ ଥାନା ରେ ଦୁଇମାସ ପୂର୍ବରୁ ଅଭିଯୋଗ ହୋଇଥିଲା କିନ୍ତୁ ପୋଲିସ ପକ୍ଷରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ
 
 
 
 
 
 
 
powered by social2s