କଳାହାଣ୍ଡି କରଲାପାଟ ଅଭୟାରଣ୍ୟ ରେ ୬ ହାତୀ ମୃତ୍ୟୁ ଘଟଣା: ଅନୁଧ୍ୟାନ ପାଇଁ ଆସିଲେ ୩ ଜଣିଆ କେନ୍ଦ୍ରୀୟ ଟିମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କରଲାପାଟ ଅଭୟାରଣ୍ୟ ରେ ୬ ହାତୀ ମୃତ୍ୟୁ ଘଟଣା ଅନୁଧ୍ୟାନ କରିବା ପାଇଁ ଅଭୟାରଣ୍ୟ ଗସ୍ତ କରିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ। ହାତୀ ମୃତ୍ୟୁ ବରଣ କରିଥିବା ସ୍ଥାନ ଓ ପିଥିବା ନାଳ ପାଣି ଯାଞ୍ଚ କଲେ ଟିମ। ନିକଟସ୍ଥ ଗାଁ କୁ ଯାଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ଟିମ। ତଦନ୍ତ କରି କେନ୍ଦ୍ର CENTRAL WILD LIFE INSTITUTE କୁ ଦିଆଯିବ ରିପୋର୍ଟ।

 

 

powered by social2s