ଭୁବନେଶ୍ୱର: ଆଜି ନୀତି ଆୟୋଗ ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରୀୟ ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବା ପାଇଁ ଦାବି କରିଛନ୍ତି।
ଓଡ଼ିଶା ପାଇଁ ସ୍ୱତନ୍ତ୍ର ଫୋକୁସ ରାଜ୍ୟ ମାନ୍ୟତା ଦାବି କରିବାସହ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ରକୁ ଦାବି ଜଣାଇଛନ୍ତି।
ଅବହେଳିତ ଅଂଚଳ ଓ ଅନଗ୍ରସର ସମ୍ପ୍ରଦାୟ ପାଇଁ ମଧ୍ୟ ସଂରକ୍ଷଣ ରହୁ ବୋଲି ସେ କହିଛନ୍ତି।
powered by social2s

