ମାସ୍କ ଓ ସାମାଜିକ ଦୁରତା ନିୟମ କଡାକଡି ଭାବେ ଯାଞ୍ଚ କରାଯିବ: ଭୁବନେଶ୍ୱର ଡିସିପି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ମାସ୍କ ଓ ସାମାଜିକ ଦୂରତା ନିୟମ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି କହିଛନ୍ତି ଡିସିପି ଉମାସଙ୍କର ଦାସ।

 

ଡିସିପି କହିଛନ୍ତି ଯେ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ସଚେତନ ହୁଅନ୍ତୁ ଯେମିତି ପୋଲିସ କୁ ଫାଇନ ଆଦାୟ କରିବାକୁ ନ ପଡେ।

 

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ସୂଚନା ଦେଇଛନ୍ତି ଯେ ଯୋଉ ଅଂଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ସେଠାରେ ଲକଡାଉନ କରାଯିବ ଓ ଆବଶ୍ୟକ ହେଲେ କନଟେନମେଣ୍ଟ ମଧ୍ୟ ଘୋଷଣା କରାଯିବ।

 

 

powered by social2s