୧୦ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କନ୍ଧମାଳ:  କନ୍ଧମାଳ ଜିଲ୍ଲାରେ ପୋଲିସ ଦ୍ୱାରା ୫ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବାବେଳେ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିବାର ସୂଚନା ମିଳିଛି। ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଉଷାଗଡୁ ଗାଁ ରୁ ଜବତ ହୋଇଛି ଗଞ୍ଜେଇ। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୩୦ ହଜାର ହୋଇଥିବାର ଜଣାପଡ଼ିଛି

powered by social2s