କୋରାପୁଟ ରେ ରାସ୍ତା ଉପରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ର କୁମ୍ଭାର ସାହିର ରାସ୍ତାରେ ଠାବ ହୋଇଛି ଜଣେ ଯୁବକଙ୍କ ମୃତ ଦେହ। ମୃତଦେହ ନିକଟରେ ଏକ ପଥର ପଡିଥିବାର ସୂଚନା ମିଳିଛି।

ତାଙ୍କୁ ପଥର ରେ ଛେଚି ହତ୍ୟା କରିଥିବାର ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ।

powered by social2s