ହୋଟେଲରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଆଠଗଡ: କଟକ ଜିଲ୍ଲା ଆଠଗଡ ବ୍ଳକ ଅନ୍ତର୍ଗତ ବିରକିଶୋରପୁର ନିକଟରେ ଥିବା ଏକ ହୋଟେଲରୁ ୧୭୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସ୍ଟିଏଫ୍। 
ଏଥିରେ ହୋଟେଲ ମାଲିକ ସହ ଜଣେ କର୍ମଚାରୀକୁ ଅଟକ ରଖାଯାଇଛି। 
ଜବତ ବ୍ରାଉନସୁଗାର ର ଆନୁମାଲିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। 
ହୋଟେଲରେ ବ୍ରାଉନସୁଗାର କାରବାର ନେଇ ଖବର ମିଳିବା ପରେ ଏସ୍ ଟି ଏଫ୍ ର ଏକ ଟିମ୍ ଚଢାଉ କରିଥିଲା।
 
 
 
 
 
powered by social2s