![]()
ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୧-୨୨ ର ରାଜ୍ୟ ବଜେଟ। ଅପରାହ୍ନ ରେ ପୂର୍ଣ୍ଣାଙ୍ଗ ବଜେଟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉପସ୍ଥାପନ କରାଯିବ। ୧.୭୦ଲକ୍ଷ କୋଟି ର ବଜେଟକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ ମନ୍ତ୍ରୀ ପରିଷଦ।
powered by social2s