ମେ ୧୮ ରୁ +୨ ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ମେ ୧୮ ତାରିଖରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା,ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବ। ମନ୍ତ୍ରୀ କହିଛନ୍ତି ଯେ ମେ ୧୮ ରୁ ଜୁନ ୧୨ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ ଏବଂ ଥିଓରୀ ମଧ୍ୟ ଏହି ତାରିଖ ମଧ୍ୟରେ କରାଯିବ। ଏଥର ବିଜ୍ଞାନ ପରୀକ୍ଷା ଇଂରାଜୀ ରୁ ଆରମ୍ଭ ନ ହୋଇ ଫିଜିକ୍ସ ରୁ ଆରମ୍ଭ ହେବ।

 

powered by social2s