ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ୧୫ ଟି ହସ୍ପିଟାଲରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସକାଳ ୯ ଟା ରୁ ସନ୍ଧ୍ୟା ୫ ଟା ଯାଏଁ ଚାଲିବ ଟୀକାକରଣ। ହସ୍ପିଟାଲ ଗୁଡିକ ହେଲା SUM, KIMS, Kalinga, Utkal, Blue Wheel, Aditya Ashwini, Care, Hi Tech, Neelachal, Sparsh, AMRI, Vivekananda, Apollo, LV Prasad Eye Institute SUM Ultimate Hospital. ଘରୋଇ ହସ୍ପିଟାଲରେ ପ୍ରତି ଦୋଜ଼ ପାଇଁ ଦେବାକୁ ପଡ଼ିବ ୨୫୦ ଟଙ୍କା।
powered by social2s

