ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହି ବସ୍ ; ୧୧ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କୁମ୍ଭାରୁଣି ଛକ ନିକଟରେ ଏକ ଯାତ୍ରୀବାହି ବସ୍ ରାସ୍ତା କଡକୁ ଓଲଟି ପଡିଥିବା ସୂଚନା ମିଳିଛି। 

ଏଥିରେ ୧୧ ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି। 

ପଡିହରୁ କଟକ ଯାଉଥିବା ବେଳେ ଏହି ଘଟଣା ଘଟିଛି।

 

powered by social2s