ଭଦ୍ରକରୁ ଜବତ ହେଲା ୨ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭଦ୍ରକ: ଭଦ୍ରକ ଜିଲ୍ଲା ଗୋଲପୁର ଛକରୁ ଦୁଇଟି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ ଜବତ ହୋଇଛି। 

ବେଆଇନ ଚାଲାଣ ବେଳେ ଗାଡ଼ି କୁ ଅଟକାଇଲେ ସ୍ଥାନୀୟ ଲୋକେ।

ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ହସ୍ତାନ୍ତର କଲେ ବାସିନ୍ଦା ମାନେ।

ଏହି ଦୁଇଟି ଗାଡିରୁ ୪୦ରୁ ଅଧିକ ଗୋରୁ ଜବତ କରାଯାଇଥିବା ସୂଚନା ମିଳିଛି।

ଘଟଣା ସ୍ଥଳରୁ ଆଉ ଦୁଇଟି ଗାଡ଼ି ଖସିଯାଇଥିବା ଜଣାପଡିଛି।

 

 

powered by social2s