ରଥଯାତ୍ରା ପାଇଁ ବୌଦ୍ଧ ଆସିବ କାଠ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ପୁରୀ ରଥଯାତ୍ରା ପାଇଁ ଏଥର ବୌଦ୍ଧ କାଠ ଅଣାଯିବ। 

ରଥ କାଠ ପାଇଁ ବୈଦ୍ଧରେ ପହଁଚିଲେ ୩ଜଣିଆ ଦଳ। 

ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ପହଁଚିଲେ ଏହି ଦଳ। 

ଆଜି ମାଧପୁର ରେଞ୍ଜରୁ ଗଛ କଟା ପକ୍ରିୟା ଆରମ୍ଭ ହେବ।

 

powered by social2s