ଭୁବନେଶ୍ୱର: ତୈଳ ଦର ବୃଦ୍ଧି ଯୋଗୁଁ ଓଡ଼ିଶାରେ ବଢ଼ିଲା ବସ ଭଡା। ଅଡ଼ିନାରୀ ଓ ଏକ୍ସପ୍ରେସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବ ରୁ ଅଡ଼ିନାରୀ ବସ ଭଡା ଥିଲା ୮୦ ପଇସା , ହେଲା ୮୫ ପଇସା । ସେହିପରି ଏକ୍ସପ୍ରେସ ଭଡା ଥିଲା ୮୪ ପଇସା ଥିଲା ୮୯ ପଇସା ହେଲା। ଡିଲକସ ବସ ଭଡା ୧୦ ପଇସା ଲେଖା ବୃଦ୍ଧି ପାଇଛି। ଡିଲକସ ଵସ୍ ଭଡା ଥିଲା ୧.୧୧ ପଇସା ହେଲା ୧.୨୧ ପଇସା। ଏସି ବସ ଭଡା ଥିଲା ୧.୩୯ ପଇସା , ହେଲା ୧.୪୯ ପଇସା। ସୁପର ପ୍ରିମିଅର ଭଡା ୨.୧୭ ରୁ ୨.୩୨ ପଇସା କୁ ବୃଦ୍ଧି ପାଇଛି। ପୁର୍ବ ରୁ ଫେବ୍ରୁଆରୀ ୮ ତାରିଖରେ ବଢିଥିଲା ବସ ଭଡା ।
powered by social2s

