କଳାହାଣ୍ଡିରେ ବାଇକ କୁ ଧକା ଦେଲା ବସ, ଗୋଟିଏ ପରିବାରର ୩ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡଙ୍ଗରିଗୁଡା ରେ ଏକ ବାଇକ କୁ ବସ ଧକା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କ ର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ତୁରେଛଡ଼ା ଗାଁ ର କୃଷ୍ଣଚନ୍ଦ୍ର ବାଗ , ତାଙ୍କ ସ୍ତ୍ରୀ ସୁକେସି ବାଗ ଓ ଝିଅ ସୁପ୍ରିୟା ବାଗ ଏକ ବାଇକ ରେ ଯାଉଥିବାବେଳେ କେ ଗାଁ ରୁ କିସିଙ୍ଗା ଯାଉଥିବା ଜଗନ୍ନାଥ ନାମକ ବସ ତାଙ୍କ ଗାଡିକୁ ଧକା ଦେଇଥିଲା । ତେଣୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

 

powered by social2s