ତିନି ଗୁଣା ବଢିଲା ରେଳ ପ୍ଲାଟଫର୍ମ ଟିକଟ୍ ମୂଲ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ରେଳ ପ୍ଲାଟଫର୍ମ ଟିକଟ୍ ମୂଲ୍ୟ ତିନି ଗୁଣା ବଢିଥିବା ସୂଚନା ମିଳିଛି।

ବର୍ତ୍ତମାନ ପ୍ଲାଟଫର୍ମ ଟିକଟ୍ ମୂଲ୍ୟ ୩୦ ଟଙ୍କା ଦେବାକୁ ପଡ଼ିବ।

ପୂର୍ବରୁ ଏହା ୧୦ ଟଙ୍କା ଥିଲା।

powered by social2s