![]()
ନିଶ୍ଚିନ୍ତକୋଇଲି: ଗ୍ୟାସ ସିଲିଣ୍ଡର ଫାଟି ଜଣେ ଚା ଦୋକାନୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଚକମଧୁପୁର ବଜାର ନିକଟରେ।
ଗୁରୁତର ଶରତ ବେହେରାଙ୍କୁ କଟକ ଏସ୍ ସି ବି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୋକାନୀ ଚା କରୁଥିବା ସମୟରେ ସିଲିଣ୍ଡର ଫାଟି ଏଭଳି ଦୁର୍ଘଟଣା ଘଟିଛି।
powered by social2s

