ଭୁବନେଶ୍ୱରରେ ଉଦ୍ଘାଟନ ହେଲା ବିଶ୍ୱ ଦକ୍ଷତା କେନ୍ଦ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଚେଶ୍ୱର ଅଞ୍ଚଳରେ ଭାରତର ପ୍ରଥମ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦ୍ଘାଟନ କରିଛନ୍ତି। 

୧୩୪୨.୨ କୋଟି ଟଙ୍କାର ପ୍ରତିଷ୍ଠା ହୋଇଛି ୧୮ ମହଲା ବିଶିଷ୍ଟ ଏହି ଦକ୍ଷତା କେନ୍ଦ୍ର। ଏହାର ଉଦ୍ଦେଶ୍ୟ ହେଲା ଯୁବ ଗୋଷ୍ଟି ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କରିବା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ କ୍ଷେତ୍ରରେ ଗତ ୫ ବର୍ଷ ମଧ୍ୟରେ ଓଡିଶା ଦୃତ ଗତିରେ ଆଗେଇଛି।

 

powered by social2s