ଏମ୍ ଏସ୍ ଏମ୍ ଇ ବାଣିଜ୍ୟ ମେଳା ଉଦ୍ଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଏମ୍ ଏସ୍ ଏମ୍ ଇ ବାଣିଜ୍ୟ ମେଳା ୨୦୨୧  ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଏହାକୁ ଭରଚୁଆଲ୍ ମୋଡରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

 

ଏହି ବାଣିଜ୍ୟ ମେଳା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। 

ମେଳାର ବିଷୟ ବସ୍ତୁ ରହିଛି ଗଢିବା, ବଢିବା ଓ ସଂମୃଦ୍ଧ ହେବା। 

ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଆନ୍ତର୍ଜାତୀୟ ଅଂଶଗ୍ରହଣ ରହିବ ନାହିଁ।

 

powered by social2s